Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Hydrorhiza
ଜଲଚେର
Hydrotheca
କୁଡୁଳପେଟିକା
Hymen
ଯୋନିଚ୍ଛଦ
Hyoid apparatus
ହାଇଅଏଡ୍ ଅଙ୍ଗ, ହାଇଅଏଡ୍ ଉପକରଣ
Hyoglossus
ଜିଭ କଣ୍ଠିକା
Hyoistylic
କଣ୍ଠିକା ନିଲମ୍ବିତ
Hyperactive
ଅତିସକ୍ରିୟ
Hyperaemia
ଅତିରକ୍ତତା
Hyper branchial grove
ଅଧିଶ୍ଵସନ ଖାଞ୍ଚ
Hyper immune
ଅତି ପ୍ରତିରକ୍ଷୀତ
Hypertonic
ବହୁସ୍ରବୀ
Hyperthyrodism
ଗଳ ଗ୍ରନଥି, ଅତି କ୍ରିୟତା
Hyper pituitarism
ଅତି ପିୟୁଷତା
Hyperplasia
ଅତିବର୍ଦ୍ଧନ
Hyper sensitiveness
ଅତି ସମ୍ବେଦନଶୀଳତା
Hyper sensitive reaction
ଅତି ସଂବେଦୀ ପ୍ରତିକ୍ରିୟା
Hyper vitaminosis
ଅତି ଭିଟାମିନତା
Hypoblast
ଅଧଃଚର୍ମ, ନିମ୍ନଚର୍ମ
Hypogastric
ଅଧୋ ଜାଠରୀୟ
Hypoglossal