Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Host intermediate
ମଧ୍ୟପୋଷକ
Host primary
ମୁଖ୍ୟପୋଷକ
Host secondary
ଗୌଣ ପୋଷକ
Host parasite relationship
ପରକୋଷି ପରଜୀବୀ ସମ୍ବନ୍ଧ
Host specificity
ପରକୋଷି ବିଶିଷ୍ଣତା
Hostic race-
ପରପୋଷି ପ୍ରଜାତି
House keeping
ଗୃହ ସଂଚାଳନ
House gene
ଗୃହ ସଂଚାଳନ ଜୀନ, ପ୍ରବନ୍ଧକ ଜୀନ
Hovering
ପରିଭ୍ରମଣ
Human coaction
ମାନବ ସହକ୍ରିୟା
Human development
ମାନବ ବିକାଶ
Human ecology
ମାନବ ପରିସ୍ଥିତିକ
Human genetics
ମାନବ ଆନୁବଂଶିକା
Human taxonomy
ମାନବ ବର୍ଗୀକରଣ
Human immuno deficiency virus
ମାନବ ପ୍ରତିରକ୍ଷା ଅଳ୍ପତା ବିଷାଣୁ
Humerus
ପ୍ରଗଣ୍ଡାସ୍ଥି
Humming sound
ଗୁଂଜନ ଧ୍ଵନି
Hump
କୁଜ
Humoral immunity
ତରଳ ପ୍ରତିରକ୍ଷା
Hunger contraction