भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Cephalic flexur

କପାଳୀୟ ବକ୍ରତା

Cephalic gland

କପାଳୀୟ ଗ୍ରନ୍ଥି

Cephalic hook

କପାଳୀୟ ଅଙ୍କୁଶ

Cephalic papilla

କପାଳୀୟ ପିପ୍ପଳ

Cephalic plate

କପାଳୀୟ ପଟ

Cephalic segment

କପାଳୀୟ ଖଣ୍ଡ

Cephalization

ଶିରୋବିକାଶ

Cephalothorax

ଶିରୋବକ୍ଷ

Cephalothorax appendage

ଶିରୋବକ୍ଷ ଉପାଙ୍ଗ

Cerata (ceras(sing))

କ୍ଳୋମଳ, ଶୃଙ୍ଗକ୍ଳୋମ

Ceratohyal

ଦ୍ଵିଶାଖ ଶୃଙ୍ଗ

Cercaria

ସପୁଚ୍ଛଶୂକ

Cercus

ପୁଚ୍ଛିକା

Cerebellum

ଅନୁମସ୍ତିଷ୍କ

Cerebellar fossa

ଅନୁମସ୍ତିଷ୍କ ଖାତ

Cerebellar ventricle

ଅନୁମସ୍ତିଷ୍କ ଗୁହା

Cerebrum

ପ୍ରମସ୍ତିଷ୍କ

Cerebral

ପ୍ରମସ୍ତିଷ୍କୀୟ

Cerebral artery

ପ୍ରମସ୍ତିଷ୍କୀୟ ଧମନୀ

Cerebral circulation

ପ୍ରମସ୍ତିଷ୍କୀୟ ପରିସଂସରଣ, ପ୍ରମସ୍ତିଷ୍କୀୟ ସଞ୍ଚଳନ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App