भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Branchiopod

କ୍ଳୋମ ପାଦୀ

Branchiostegall membrane

କ୍ଳୋମବରକ ଝିଲ୍ଲୀ

Breakbone fever

ହାଡ଼ଭଙ୍ଗା ଜ୍ଵର, ଡ଼େଙ୍ଗୁ ଜ୍ଵର

Breast

ଛାତି/ବକ୍ଷ

Breast muscle

ଛାତି ପେଶୀ, ବକ୍ଷ ପେଶୀ

Breast pump

ସ୍ତନ ପମ୍ପ୍

Breast bone

ବକ୍ଷ ଅସ୍ଥି , ଛାତି ହାଡ, ଉରୋସ୍ଥି

Breathing

ଶ୍ଵସନ

Breathing vibration

ଶ୍ଵସନ କମ୍ପନ

Breeding

ପ୍ରଜନନ

Breeding centre

ପ୍ରଜନନ କେନ୍ଦ୍ର

Breeding season

ପ୍ରଜନନ ଋତୁ

Breeding ground

ପ୍ରଜନନ ସ୍ଥଳ

Breeding complex

ପ୍ରଜନନ ପ୍ରକ୍ଷେତ୍ର

Breeding instinct

ପ୍ରଜନନ ପ୍ରବୃତ୍ତି

Breeding movement

ପ୍ରଜନନ ଗତି

Breeding rhyth

ପ୍ରଜନନ ଚକ୍ର, ପ୍ରଜନନ ଛନ୍ଦ

Breeding territory

ପ୍ରଜନନ କ୍ଷେତ୍ର

Breviate antenna

ଶୀର୍ଷସମ ଶୃଙ୍ଗିକା

Brine shrimp

ଲବଣଜଳ ଚିଙ୍ଗୁଡି, ଲୁଣି ଚିଙ୍ଗୁଡି

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App