भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

< previous1234567891213Next >

E & O.E (errors and omissions expected)

ତ୍ରୁଟି ଓ ଲୋପ ସଂଶୋଧନ ସାପେକ୍ଷ

e-commerce (electronic commerce)

ଇ-କମର୍ସ

E.O.Q

ଇ.ଓ.କ୍ୟୁ

eachelon management

ସୌପାନିକ ପରିଚାଳନା

earmarked

ଉର୍ଦ୍ଦିଷ୍ଟ, ନିଦ୍ଦିଷ୍ଟ

earned

ଅର୍ଜିତ

earned premium

ଅର୍ଜିତ ପ୍ରିମିୟମ

earned surplus

ଅର୍ଜିତ ଅଧିଶେଷ

earnest money

ବ‌ଇନା ଧନ

earning

ଅର୍ଜନ, ଉପାର୍ଜନ

earning before interest and tax

ସୁଧ ଓ ଟିକସ ପୂର୍ବ ଲାଭ

earning capacity

ଉପାର୍ଜନ କ୍ଷମତା

earning rate

ଅର୍ଜନ ହାର

earthquake insurance

ଭୂମିକମ୍ପ ବୀମା

easy market

ସୁଲଭ ମୁଦ୍ରା ବଜାର

EBIT

ଇ.ବି.ଆଇ.ଟି

economic climate

ଅର୍ଥନୈତିକ ବାତାବରଣ

economic health

ଅର୍ଥନୈତିକ ସୁସ୍ଥିତି

economic order quantity

ମିତବ୍ୟୟୀ ବରାଦ ପରିମାଣ ସ୍ତର

economic size

ମିତବ୍ୟୟୀ ଆକାର
< previous1234567891213Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App