भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ସ୍ପୃହା

ପଦ ଯାତ୍ରା କରିବାରେ ମୋର ସ୍ପୃହା ନାହିଁ
Kisan Word: ଇଚ୍ଛା
Kisan Sentence: ହେଡୁତି ଏକି କାନାଦ୍‍ ଏଙ୍ଘାଏ ଇଚ୍ଛା ମାଲ୍ଲାଦ୍‍
Oraon Word: ଇଚ୍ଛା
Oraon Sentence: ଖେଡ୍ଡେତି ଏକାରଅ କାଲାଗେ ଏଙ୍ଗାଏ ଇଚ୍ଛା ମାଲ୍ଲା

ସ୍ଫୁର୍ତ୍ତି

ସକାଳେ ବ୍ୟାୟାମ କଲେ ସ୍ଫୁର୍ତ୍ତି ଲାଗେ
Kisan Word: ଫୁର୍ତ୍ତି
Kisan Sentence: ପାଇରି ବ୍ୟାୟାମ କାମକୁନ ଫୁର୍ତ୍ତି ଲାଗିଦ୍‍
Oraon Word: ଫୁର୍ତ୍ତି
Oraon Sentence: ପାଇରି କାସରାତ୍‍ ନାଞ୍ଜକୁନ ଫୁର୍ତ୍ତି ଲାଗ୍ଗ

ସ୍ଫୁଲିଙ୍ଗ

ପଥରରେ ଲୁହା ବାଜିଲେ ଅଗ୍ନି ସ୍ଫୁଲିଙ୍ଗ ବାହାରେ
Kisan Word: ଫୁଲୁଙ୍ଗି
Kisan Sentence: ଚାଚାନୁ ପାନ୍ନା ଲାଗିୟା ହାଲେ ଚିଚୁ ଫୁଲୁଙ୍ଗି ଉରଖିଦ୍‍
Oraon Word: ଫୁଲଙ୍ଗି
Oraon Sentence: ଚାଚାନୁ ପାନ୍ନା ଲାଗକ୍ତନ୍‍ ଚିଙ୍ଗି ଫୁଲ୍‌ଙ୍ଗି ଉର୍‌ଖି

ସ୍ୱଚ୍ଛ

ଗୋଳିଆ ପାଣି ବସିଗଲେ ସ୍ୱଚ୍ଛ ଦେଖାଯାଏ
Kisan Word: ଫାଟିଙ୍ଗ
Kisan Sentence: ଗନ୍ଧଡ଼ ଆମ୍ମୁ ଅକ୍କକ‌ଅଦ ହାଲେ ଫାଟିଙ୍ଗ ଏଥରିଦ୍‍
Oraon Word: ଫାରି
Oraon Sentence: ଗେନ୍ଦଡ଼ ଆମ୍ମ ଉକ୍କକାତି ଫାରେ ଏଥ୍‍ରିନୁ

ସ୍ୱପ୍ନ

ସ୍ୱପ୍ନରେ ମୁଁ ଆକାଶରେ ଉଡୁଥିଲି
Kisan Word: ତୁଙ୍ଗୁଲ
Kisan Sentence: ତୁଙ୍ଗୁଲନୁ ଏନ ସାରାଗେ ଉଢିଆରାଲକାନ୍‍
Oraon Word: ତୁଙ୍ଗୁଲ
Oraon Sentence: ତୁଙ୍ଗୁଲନୁ ଏନ ମେରଖାନୁଁ ଉଢିଆରାଲକାନ୍‍

ସ୍ୱପ୍ନ

ମୁଁ ଆଜି ଗୋଟିଏ ଭଲ ସ୍ୱପ୍ନ ଦେଖିଲି
Kisan Word: ତୁଙ୍ଗୁଲ
Kisan Sentence: ଏନ ଇନ୍ନା ଅଣ୍ଟା ବାନେ ତୁଙ୍ଗୁ ଏରକାନ
Oraon Word: ତୁଙ୍ଗୁଲ
Oraon Sentence: ଏନ ଇନ୍ନା ଅଣ୍ଟା ଦାଅ ତୁଙ୍ଗୁଲ୍‍ ଏରକାନ

ସ୍ୱଭାବ

ରମାର ସ୍ୱଭାବ ଅତି ସୁନ୍ଦର ଅଟେ
Kisan Word: ସ୍ୱଭାବ
Kisan Sentence: ରମାକି ସ୍ୱଭାବ ଅତି ସୁନ୍ଦର ଆତ୍ଲିଦ୍‍
Oraon Word: ସ୍ୱଭାବ
Oraon Sentence: ରମାକି ସ୍ୱଭାବ ଅତି ସୁନ୍ଦର ଆତ୍ଲିଦ୍‍

ସ୍ୱୟଂଚାଳିତ

ଏଟିଏମ୍‍ ସ୍ୱୟଂଚାଳିତ ଯନ୍ତ୍ର ଅଟେ
Kisan Word: ନିଜେ ଚାଳରାନା
Kisan Sentence: ଏଟିଏମ୍‍ ନିଜେ ଚାଳରାନା ଯନ୍ତ୍ରଦ୍‍
Oraon Word: ନିଜେ ଚାଳରାନା
Oraon Sentence: ଏଟିଏମ୍‍ ନିଜେ ଚାଳରାନା ଯନ୍ତ୍ରଦ୍‍

ସ୍ୱର

ରିମି ସ୍ୱର ବଦଳାଇ କଥା ହୋ‌ଇପାରେ
Kisan Word: ସ୍ୱର
Kisan Sentence: ରିମି ସ୍ୱର ବାଦଲାକିରି କାଥା ତେଙ୍ଗା ଅଙ୍ଗିଦ୍‍
Oraon Word: ସ୍ୱର
Oraon Sentence: ରିମି ସ୍ୱର ବାଦଲାକିରି କାତ୍‌ଥା କାଛ୍‌ନାଖ୍‌ରାଆ ଉଙ୍ଗି

ସ୍ୱାଧିନ

ଆମେ ସ୍ୱାଧିନ ଭାବରେ କାର୍ଯ୍ୟ କରିପାରୁ
Kisan Word: ନିଜର
Kisan Sentence: ଏମ ନିଜର ହିସାବନୁ ନାଲଖୁ କାମାଅଙ୍ଗଦାମ
Oraon Word: ନିଜର
Oraon Sentence: ଏମ ନିଜର ହିସାବନୁ ନାଲଖ କାମାଅଙ୍ଗଦାମ

ସ୍ୱାର୍ଥ

ଆଜିକାଲି ସମସ୍ତେ ସ୍ୱାର୍ଥ ଚେଷ୍ଟା କରୁଛନ୍ତି
Kisan Word: ନିଜର ଲାଭ
Kisan Sentence: ଇନ୍ନାନେଲା ଯାମାର ନିଜର ଲାଭ ହାକ୍କା ବେଦାନାର
Oraon Word: ନିଜର ଲାଭ
Oraon Sentence: ଇନ୍ନାନେଲା ଯାମାର ନିଜର ଲାଭ ହାକ୍କା ବେଦାନାର

ସ୍ୱାସ୍ଥ୍ୟ

ଆମ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ପରିକ୍ଷା କରାଗଲା
Kisan Word: ମେଦୁ
Kisan Sentence: ଏମ୍‌ହାଏ ଇସ୍କୁଲନୁ ମେଦୁ ପରିକ୍ଷା କାମାକେରା
Oraon Word: ମେଦୁ
Oraon Sentence: ଏମ୍‌ହାଏ ଇସ୍କୁଲନୁ ମେଦୁ ପରିକ୍ଷା କାମାକେରା

ସ୍ୱାସ୍ଥ୍ୟ କେନ୍ଦ୍ର

ପ୍ରତି ପଞ୍ଚାୟତରେ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି
Kisan Word: ମେଦୁସେବା କେନ୍ଦ୍ର
Kisan Sentence: ଯାମା ପଞ୍ଚାୟତନୁ ମେଦୁସେବା କେନ୍ଦ୍ର ଆତ୍ଲିଦ୍‍
Oraon Word: ମେଦୁସେବା କେନ୍ଦ୍ର
Oraon Sentence: ଯାମା ପଞ୍ଚାୟତନୁ ମେଦୁସେବା କେନ୍ଦ୍ର ଆତ୍ଲିଦ୍‍

ସ୍ୱାସ୍ଥ୍ୟାବସ୍ଥା

ସରକାର ସ୍ୱାସ୍ଥ୍ୟସେବା ଯୋଗାଇ ଦିଅନ୍ତି
Kisan Word: ମେଦୁସେବା
Kisan Sentence: ସାରକାର ମେଦୁସେବା ଯୁଗାଡ଼ କାମି
Oraon Word: ମେଦୁସେବା
Oraon Sentence: ସାରକାର ମେଦୁସେବା ଯୁଗାଡ଼ କାମି

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App