भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ସରି

ମଧୁବାବୁଙ୍କ ସଙ୍ଗେ କିଏ ସରି ହେବ ?
Kisan Word: ସମାନ
Kisan Sentence: ମଧୁବାବୁ ସାଙ୍ଗେ ନେଦ ସାମାନ ମାନର
Oraon Word: ସମାନ
Oraon Sentence: ମଧୁବାବୁ ସାଙ୍ଗେ ନେଂ ସାମାନ ମାନର

ସରିସୃପ

ସର୍ପ ଏକ ସରିସୃପ ପ୍ରାଣୀ ଅଟେ
Kisan Word: ସରିସୃପ
Kisan Sentence: ନେରୁ ଅଣ୍ଟା ସରିସୃପ ଯାନ୍ତୁ ଦୁନ୍‍
Oraon Word: ସରିସୃପ
Oraon Sentence: ନେରୁ ଅଣ୍ଟା ସରିସୃପ ଯାନ୍ତୁ ତାଲି

ସର୍କସ

ସର୍କସରେ ବିଭିନ୍ନ ଖେଳ ଦେଖିବାକୁ ମିଳେ
Kisan Word: ସରକସ୍‍
Kisan Sentence: ସରକସନୁ ରକମ‌ରକମ ଖେଲ ଏରାଗେ ହାଖ୍ରି
Oraon Word: ସରକସ୍‍
Oraon Sentence: ସରକସନୁ ରକମ‌ରକମ ଖେଲ ଏରାଗେ ଖାଖ୍‌ରିଇ

ସର୍ଦ୍ଦାର

ସର୍ଦ୍ଦାର ଆଦେଶ ମାନି ସୈନିକମାନେ କାମ କରନ୍ତି
Kisan Word: ସର୍ଦ୍ଦାର
Kisan Sentence: ସର୍ଦ୍ଦାର କାଥା ମେନିକରି ପଲଟନ ଯାମାର ନାଲଖୁ କାମନାୟ
Oraon Word: ସର୍ଦ୍ଦାର
Oraon Sentence: ସର୍ଦ୍ଦାର ଆଦେଶ ମାନ୍‌ଆର ପାଲ୍‌ଟାନ୍‍ ଜାମାର ନାଲାଖ୍‍ ନାନ୍ନାର

ସର୍ପ

ଦୁଷ୍ଟ ଲୋକ ସର୍ପ ସମାନ ଅଟନ୍ତି
Kisan Word: ନେର୍ରୁ
Kisan Sentence: ବଦମାସ ଆଲାର ନେର୍ରୁ ସମାନ ରାନାୟ
Oraon Word: ନେର୍ରେ
Oraon Sentence: ବଦମାସ ଆଲାର ନେର୍ରେ ସମାନ ରାଆନାର

ସର୍ବତ

ଖରା ସମୟରେ ସର୍ବତ ପିଇବାକୁ ଭଲ ଲାଗେ
Kisan Word: ସର୍ବତ
Kisan Sentence: ବିଡନା ବାକେନ ସର୍ବତ ହାପ୍ପାଗେ ବାନେ ଲାଗିଦ୍‍
Oraon Word: ସାରାବାତ
Oraon Sentence: ବାରେ ସାରାବାତ ଖାପ୍ପାଗେ ଦାଅ ଲାଗ୍ଗ

ସର୍ବଦା

ସର୍ବଦା ପ୍ରଫୁଲ୍ଲ ମନରେ ରହିବା ଆବଶ୍ୟକ
Kisan Word: ଜାମା ବାକେନ
Kisan Sentence: ଜାମା ବାକେନ ବାତ୍ରାଆସେ ରାଆଗେ ଦାରକାର
Oraon Word: ଉର୍ମିବାରେ
Oraon Sentence: ଉର୍ମିବାରି ପୁଟୁସ୍‍ ଜୀୟନୁଁ ରାଆନା ଦାରକାର

ସଳଖି

ବାଡ଼ିଟି ଆପେ ସଳଖି ଗଲା
Kisan Word: ସିଧା
Kisan Sentence: ସଟ୍ଟାବଦ୍‍ ଆପେ ସିଧା ମାଞାକେରା
Oraon Word: ସିଧା
Oraon Sentence: ସଟ୍ଟାବଦ୍‍ ତାନିମ୍‍ ସିଧା ମାଞାକେରା

ସହ

ମାଧୁରୀ ସହ ରୀତା ନଦୀକୁ ଯାଇଛି
Kisan Word: ସାଙ୍ଗେ
Kisan Sentence: ମାଧୁରୀ ସାଙ୍ଗେ ରୀତା ଜୋଡୁତ୍ରା କେରକାନାୟ
Oraon Word: ସାଙ୍ଗେ
Oraon Sentence: ମାଧୁରୀ ସାଙ୍ଗେ ରୀତା ଖାଡ଼ତାରା କେରକାନାର

ସହଯୋଗ

ଲୋକ ସହଯୋଗ କଲେ ଗ୍ରାମ ସଫା ହେବ
Kisan Word: ସାହାଯ୍ୟ
Kisan Sentence: ଆଲାର ସାହାଯ୍ୟ କାମଞ୍ଚୁକୁନ୍‍ ଡ଼ିହି ପାର୍ଚ୍ଚା ରଦ୍‍
Oraon Word: ସାହ୍‌ଯୋ
Oraon Sentence: ସାହଯୋ ନାଞ୍ଜକୁନ୍‍ ପାଦ୍ଦା ସାଫା ମାନ

ସହିତ

ରବି ସହିତ ମୁଁ ସର୍କସ ଦେଖିଗଲି
Kisan Word: ସାଙ୍ଗେ
Kisan Sentence: ରବି ସାଙ୍ଗେ ଏନ ସର୍କସ ଏରାକେରକାନ
Oraon Word: ସାଙ୍ଗେ
Oraon Sentence: ରବିସ୍‍ ସାଙ୍ଗେ ଏନ ସର୍କସ୍‍ ଏରାକେରକାନ୍‍

ସହିବା

ସହିବା ଗୁଣ ଯାହାର ଥାଏ ସେ ଧନ୍ୟ
Kisan Word: ସାହାନା
Kisan Sentence: ସାହାନା ଗୁଣ ନେଖାର ରାଇଦ୍‍ ଆର ଧନ୍ୟ
Oraon Word: ସାହ୍‌ନା
Oraon Sentence: ସାହ୍‌ନା ଗୁନ୍‍ ନେଖାଏ ରାଇ ଆସ୍‍ ଧାଇନ୍‍ ହିକି

ସହିଷ୍ଣୁ

ଭଲ ଲୋକ ସହିଷ୍ଣୁ ହୁଅନ୍ତି
Kisan Word: ସାହନା
Kisan Sentence: ବାନେ ଆଲାର ସାହା ଅଙ୍ଗନାୟ
Oraon Word: ସାହନା
Oraon Sentence: ଦାଅ ଆଲାର ସାହ୍‌ଆ ଅଙ୍ଗନାର

ସାଉଁଳା

ମାଆଙ୍କର ସ୍ନେହଭରା ସାଉଁଳା ମୋତେ ଶାନ୍ତି ଦିଏ
Kisan Word: ସାଉଁରା
Kisan Sentence: ଆୟାଙ୍ଗଘି ବାନେସେ ସାଉଁରାନାତି ଏଙ୍ଗା ବାନେଲାଗିଦ୍‍
Oraon Word: ସାଅଁରା
Oraon Sentence: ଆୟାଙ୍ଗଘି ହ୍ନୋଁଭାରି ସାଅଁରା ଏଙ୍ଗା ଶାନ୍ତି ଚିଇ

ସାକ୍ଷାତ

ହଠାତ ମୋ ବନ୍ଧୁଙ୍କ ସହିତ ମୋର ସାକ୍ଷାତ୍‍ ହେଲା
Kisan Word: ଭେଟଘାଟ
Kisan Sentence: ହଠାତ ଏଙ୍ଗୋ ବନ୍ଧୁସ୍‌ଗାନେ ଏଙ୍ଗୋ ଭେଟଘାଟ ମାଞ୍ଚା
Oraon Word: ଭେଟଘାଟ
Oraon Sentence: ହଠାତ ଏଙ୍ଘାଏ ସାଙ୍ଗେସ୍‌ଗାନେ ଭେଟଘାଟ ଏଙ୍ଘାଏ

ସାଗର

ଆମ ଦେଶକୁ ତିନି ଦିଗରେ ସାଗର ଘେରି ରହିଛି
Kisan Word: ସମୁଦର୍‍
Kisan Sentence: ଏମ୍ଭାୟ ଦେଶବନ୍‍ ତିନିଦିଗ୍‌ନ୍ତି ସମୁଦର୍‍ ଘେର୍‌ଚିକିଚି
Oraon Word: ସମୁଦର୍‍
Oraon Sentence: ନାମହାଏଁ ଦେଗାନ୍‍ ତିନିଦିଗ୍‌ନ୍ତି ସମୁଦର୍‍ ଘେର୍‌ଚିକି ରାଇ

ସାଙ୍ଗ

ରବି ମୋର ପିଲା ବେଳର ସାଙ୍ଗ ଅଟେ
Kisan Word: ସାଙ୍ଗେ
Kisan Sentence: ରବିସ୍‍ ଏଙ୍ଘାଏ ହାଦ୍ଦୁ ବାକେନ୍ତା ସାଙ୍ଗେସ୍‍
Oraon Word: ସାଙ୍ଗେ
Oraon Sentence: ରବିସ୍‍ ଏଙ୍ଘାଏ ଖାଦ୍ଦେ ବାକିନ୍ତା

ସାଙ୍ଗ

ରବି ମୋର ପିଲା ଦିନର ସାଙ୍ଗ ଅଟେ
Kisan Word: ସାଙ୍ଗେ
Kisan Sentence: ରବିସ୍‍ ଏଙ୍ଗୋ କୁକ୍‌ଉଲତା ସାଙ୍ଗେସ୍‍
Oraon Word: ସାଙ୍ଗେ
Oraon Sentence: ରବିସ୍‍ ଏଙ୍ଘାଏ ଖାଦ୍‌ଉଲ୍ଲାଣ ସାଙ୍ଗେସ୍‍ ତାଲଦାସ୍‍

ସାଜସଜା

ଭାଇଙ୍କ ବାହାଘର ବେଳେ ଆମେ ଘର ସାଜସଜା କଲୁ
Kisan Word: ସାଜାସୁଜି
Kisan Sentence: ଭାଇସ୍‍କି ବେଞ୍ଜାଆଡ୍‌ପା ବାକେନ୍‍ ଏମ୍ଭୋ ଆଡ୍‌ପା ସାଜାସୁଜି ନାଞ୍ଜକାମ୍‍
Oraon Word: ସାଜାସାଜି
Oraon Sentence: ଭାଇସ୍‍ଘି ବେଞ୍ଜା ଏଡ୍‌ପା ବାରି ଏମ୍‍ ଏଡ୍‌ପା ସାଜାସାଜି ନାଞ୍ଜକାମ୍‍

ସାଥି

ଆଜିକାଲି ପ୍ରାତି ଗାଁରେ ଗାଁ ସାଥି ରହିଛନ୍ତି
Kisan Word: ସାଥି
Kisan Sentence: ଇନ୍ନାନେଲା ପ୍ରତି ଡିହିନୁ ଡିହି ସାଥି ଆତ୍ଲାର
Oraon Word: ସାଙ୍ଗେ
Oraon Sentence: ଇନ୍ନାନେଲା ଉର୍ମି ପାଦ୍ଦାନୁଁ ପାଦ୍ଦା ସାଙ୍ଗେ ରାଆନାର

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App