logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ପିଚକାରୀ
ପିଚ୍‌କାରୀ
ଲୋକେ ପିଚକାରୀ ମାରି ହୋଲି ଖେଳନ୍ତି ।
ଲେବୁ କି ପିଚ୍‌କାରୀ ତାର୍‌ କରି ହଲି ଏବଃତାକି ।

ପିଡ଼ିଆ
ଦାନା
ଗାଈକୁ ପିଡ଼ିଆ ଦେଲେ ଭଲ କ୍ଷୀର ଦିଏ ।
ଗାଏ ତେ ଦାନା ତେରଃଲାଃ ବନେ ତମ୍‌ଲେଙ୍ଗ୍ ତେର୍‌ତେ ।

ପିଣ୍ଡୁଳା
କୁମାଙ୍ଗକୁଣୁଃ
ଦେହରେ ମାଂସ ପିଣ୍ଡୁଳାଟିଏ ବଢ଼ି ଚାଲିଛି ।
ନିରୀତେ କୁମାଙ୍ଗକୁଣୁଃ ମୁଇଙ୍ଗ୍ ମାହାତାଏଗ୍‌ ।

ପିତାମାତା
ବୁଆମାଆ
ପିତାମାତା ଆମର ପ୍ରଥମ ଗୁରୁ ଅଟନ୍ତି ।
ବୁଆମାଆ ଆନିଆଁ ପହେଲା ମାଷ୍ଟର୍‌ ହାଏକି ।

ପିଠି
କୁଣାବ୍‍
ଘୋଡ଼ା ପିଠିରେ ବସି ରାଜା ଭ୍ରମଣରେ ଯାଆନ୍ତି ।
ଘଡାଃ କୁଣାବ୍‌ ତେ ଡକକରି ରାଜା ବୁଲିନା ସାଆନ୍ତା ।

ପିଲାମାନେ
କୁଣୁଃକି
ପିଲାମାନେ ଖେଳପ୍ରିୟ ଅଟନ୍ତି ।
କୁଣୁଃକି ଏବଃନା ପସନ୍‌ ବାୟ୍‌ତେ କି ।

ପିନ୍ଧିବା
ସୁଇନା
ଝିଅମାନେ ପୁଅଙ୍କ ପରି ପୋଷାକ ପିନ୍ଧିବା ଅନୁଚିତ ।
ବେଟୀ କି ବେଟା କିଆଃଗୁଡ୍‌ ପେଁଟ୍‌ କୁର୍‌ତା ଉମ୍‌ ସୁଇନାଃ କାୟମ୍‌ ।

ପିଜୁଳି
ତାମ୍‌ରସ୍‌
ପାଚିଲା ପିଜୁଳି ଭାରି ମିଠା ଲାଗେ ।
ବେଲମ୍‌ ତାମ୍‌ରସ୍‌ ମୁରୁକ୍‌ ମିଠା/ସେବୁଲ ଲାଃତା ।

ପିଇବା
ଉଡ୍‌ନା
ଆମ ଗ୍ରାମରେ ପିଇବା ପାଣିର ଅଭାବ ରହିଛି ।
ଏଲାଃ ପାଡାତେ ଉଡ୍‌ନାଃଥମ୍‌ ଡାଃ କମି ଆଃଇ ।

ପୀଡ଼ା
ବଥା/କସୁ
ବିଶ୍ରାମ କଲେ ଦେହର ପୀଡ଼ା କମି ଯାଏ ।
ଆରାମ୍‌ ବାୟଃଲା ନୀରିଆଃ ବଥା/କସୁ କମେତା ।


logo