logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ପାନ
ଉଡ୍‌ନା
ବନ୍ୟ ଜୀବଜନ୍ତୁ ଝରଣାରେ ଜଳ ପାନ କରିଥାନ୍ତି ।
ଆଡାୟ ଆଃ ଜୀବ୍‌ଜଁତୁ ଆଡାୟ୍‌ ଆଃ ଝରନ୍‌ ଡାଃ ଉଡ୍‌ତେ କି ।

ପାଳନ
ବୁଇକଲା
କିଛି ଲୋକ ପଶୁ ପାଳନ କରି ଚଳିଥାନ୍ତି ।
କିଃତେଲେବୁ କି ଗାୟ୍‌ ମେରମ୍‌ ବୁଇକଲା ଚଲେତାକି ।

ପାତ୍ର
ଗାଗର୍ / କଡସୀ
ଝିଅଟିଏ ଜଳପାତ୍ର ଧରି ନଈକୁ ଯାଉଛି ।
ବେଟୀ ମୁଇଙ୍ଗ୍ ଗାଗ୍‌ରା/କଡ୍‌ସୀ ଧଃତେ କଲା ଖିରମ୍‌ ତିଗ୍‌ ସାନ୍‌ଲାଃସିଗ୍‌ / ସାନ୍‌ତାଏଗ୍‌ ।

ପରାସ୍ତ
ହାରାଏକରି
ରାଜା ଯୁଦ୍ଧରେ ପରାସ୍ତ ହେଲେ ।
ରାଜା ଯୁଧତେ /ଲଡେତେ ହାରେ ଗଃକି ।

ପାଞ୍ଚଟଙ୍କିଆ
ପାଚ୍‌ ରୁପିଆ
ପାଞ୍ଚଟଙ୍କିଆ ନୋଟ ଇଷତ୍‍ ଶାଗୁଆ ଦିଶେ ।
ପାଚ୍‌ ରୁପିଆ ଲୋଟ୍‌ ଇଚିଃ ସାଗୁଆ ଜଏତା ।

ପାହାଚ
ସିଢିଃ/ଟିକାସୀ
ବୃଦ୍ଧ ଲୋକଟି ପାହାଚ ଚଢ଼ି ପାରୁ ନାହାନ୍ତି ।
ବୁଢା ଲେବୁ ଯେଃ ସିଢିଃ/ଟିକାସୀ ଡେବ୍‌ନା ଉମ୍‌ ପାଲ୍‌ତାଏଗ୍‌ ।

ପାଇଁ
ଥମ୍‌/ଲାଗିନ୍‌
ଦେଶ ପାଇଁ ଆମେ ଜୀବନ ଦେବା ।
ଦେଶ ଆଃ ଥମ୍‌/ଲାଗିନ୍‌ ଆନିଙ୍ଗ୍ ଜୀବନ୍‌ ତେରେନିଙ୍ଗ୍ ।

ପାଖରୁ
ଏକର୍‌ତାୟ୍‌
ଚିଡିଆଖାନାରେ ଜନ୍ତୁମାନେ ପାଖରୁ ଦେଖାଯାନ୍ତି ।
ଚିଡିଆଖାନାତେ ଜଁତୁ କିତେ ଏକର୍‌ତାୟ୍‌ ଜୟଡମ୍‌ତା ।

ପାକୁଆ
ଫୁଫ୍‌ଲା
ପାକୁଆ ପାଟିରେ ଚଣା ଖାଇ ହୁଏ ନାହିଁ ।
ଫୁଫ୍‌ଲା ତମ୍‌ଡ୍‌ତେ ଚାନା ନଃନା ଉମ୍‌ ହଏତା ।

ପ୍ୟାରେଡ଼
ପରେଟ୍‌
ପୋଲିସମାନେ ସକାଳେ ପ୍ୟାରେଡ଼ କରନ୍ତି ।
ପୁଲୁସ୍‌ କି ମିଆଁତେ ପରେଟ୍‌ ବାୟ୍‌ତେ କି ।


logo