logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ପାତି
ତିଃ ଲମାଏକରି
ଭିକାରୀ ହାତ ପାତି ଭିକ୍ଷା ମାଗେ ।
ବରତାଙ୍ଗ୍ ଲେବୁ ତିଃ ଲମାଏକରି ଭିଃକ୍‌ ବର୍‌ତେ ।

ପାଠାଗାର
ନେହରୁ ବହିଭାଣାର
ଆମ ଗାଁରେ ନେହେରୁ ପାଠାଗାର ଅଛି ।
ଏଲାଃ କେଲ୍‌କେତେ ନେହରୁ ବହିଭାଣାର୍‌ ଆଇଗ୍‌ ।

ପାଳି
ପାଳି
ଆଜି ମୋର ଶ୍ରେଣୀ ସଜାଇବା ପାଳି ଅଛି ।
ମୁସା ଇଙ୍ଗା କିଲାସ୍‌ ସଜାଏନା ପାଳି ଆଃଇ ।

ପାଳ
ଜେପୁଙ୍ଗ୍
ଗାଈ ଗୋରୁ ପାଳ ଖାଆନ୍ତି ।
ଗାଏ ଅରେଗ୍ ଜେପୁଙ୍ଗ୍ ନଃତେକି ।

ପାଳୁଛି
ବୁଇତାଏଗ୍‌
ଧରଣୀ ମାଁ ନିଜ କୋଳରେ ଧରି ଆମକୁ ପାଳୁଛି ।
ଧରତୀ ମାଁ ଆଡିଆଃ କୁଡୁମ୍‌ ତେ ଧଃତେକରି ଆନିଙ୍ଗତେ ବୁଇଲାଃସିଗ୍‌ ।

ପାଖେ
ଏକର୍‌
ମୁଁ ତୁମ ପାଖେ ପାଖେ ରହିଛି ।
ଇଙ୍ଗ୍ ଆମାଃ ଏକର୍‌ ଏକର୍‌ ରହେସିଙ୍ଗ୍ ।

ପାଦତଳେ
ପାଃଦ ତୁତାତେ
ଆମେ ଈଶ୍ୱରଙ୍କ ପାଦତଳେ ପ୍ରଣାମ କରୁଁ ।
ଆନିଙ୍ଗ୍ ଭଗମାନ୍‌ ଆଃ ପାଃଦ ତୁତାତେ ମୁଡିଆ ତାର୍‌ତେନିଙ୍ଗ୍ / ଜୁହାର୍‌ ବାଏତେନିଙ୍ଗ୍ ।

ପାଠଶାଳା
ପାଟ୍‌ଶାଲା
ଆଗକାଳରେ ପାଠଶାଳାରେ ପାଠ ପଢ଼ା ଯାଉଥିଲା ।
ଆଘ୍‌ଲି ପାଟ୍‌ଶାଲା ତେ ପାଟ୍‌ପଢା ହଏଖାନ୍‌ତା ।

ପାନେ
ଠିକ୍‌
ଚୋର ଧରା ପଡିବାରୁ ତାକୁ ପାନେ ଶିକ୍ଷା ମିଳିଲା ।
ଚୋର୍‌ / ଚର୍‍‍ହା ଧରା ଗୁର୍‌ ଗଃକିଭେରେ ଆଡ୍‌ତେ ଠିକ୍‌ ଶିକ୍ଷା କୁଇକି ।

ପାଠ୍ୟ ପୁସ୍ତକ
ପଢା ବହି
ସରକାର ମାଗଣାରେ ପାଠ୍ୟ ପୁସ୍ତକ ଯୋଗାନ୍ତି ।
ସାର୍‌କାର୍‌ ବିନା ପଏସାତେ ପଢାବହି ତେର୍‌ତେ କି ।


logo