logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ପାଣି
ଡାଃ
ପାଣି ଗରମ ହେଲେ ବାଷ୍ପ ହୁଏ ।
ଡାଃ ଲଫଃଲାଃ ଭାପ୍‌ ହଏ ଗଃତା ।

ପାଚିଲା
ବେଲମ୍‌
ପାଚିଲା ଆମ୍ବ ତଳେ ପଡ଼େ ।
ବେଲମ୍‌ କାୟାର୍‌ ତୁତାତେ ଗୁର୍‌ତା ।

ପାକସ୍ଥଳୀ
ଲାଏଗ୍‌
ଖାଦ୍ୟ ପାକସ୍ଥଳୀରେ ହଜମ ହେଇଥାଏ ।
ନନଃ ଲାଏଗ୍‌ ତେ ଲଜଃତା ।

ପାଇଖାନା
ପାଏଖାନା
ପ୍ରତ୍ୟେକ ଘରେ ପାଇଖାନା ରହିବା ଆବଶ୍ୟକ ।
ଝାକିଆଃ ଅଃତେ ପାଏଖାନା ରହେନାଃ କାୟମ୍‌ ।

ପାଖରେ
ଏକରତେ
ଗାଁ ପାଖରେ ନଈଟିଏ ବହୁଛି ।
ପାଡାଃ କେଲ୍‌କେ ଏକର୍‌ତେ ଖିରମ୍‌ ମୁଇଙ୍ଗ୍ ଲେଙ୍ଗେତାଏଗ୍‌ ।

ପାର୍ଥକ୍ୟ
ଫରକ୍‌
ଆଜିକାଲି ପୁଅ ଝିଅ ମଧ୍ୟରେ ପାର୍ଥକ୍ୟ ନାହିଁ ।
ଉପାଡି ବେଟା ବେଟୀ ଭିଃତାର୍‌ତେ ଫରକ୍‌ ମଃଡେଗ୍‌ ।

ପାଞ୍ଚୁଥିଲେ
ଚିନ୍ତା ବାଏନା
ଖଳ ଲୋକ ଆମ ଅନିଷ୍ଟ ପାଞ୍ଚୁଥିଲେ ।
ବଦମାସ୍‌ ଲେବୁକି ଆନିଆଃ/ଏଲାଃ ଖାରାପ୍‌ ଚିନ୍ତା ବାଏଖାନ୍‌ତେ କି ।

ପାଟି
ତମଡ
ନିତି ଦାନ୍ତ ନ ଘସିଲେ ପାଟି ଗନ୍ଧେ ।
ଝାକିଦିନ ଗନେ ଉମ୍‌ ରେତ‌ଅଲାଃ ତମଡ୍‌ ମହ୍‌କେତା ।

ପଡ଼ୋଶୀ
ଛୁମ ଦୁଆର ଲେବୁ
ପଡ଼ୋଶୀଙ୍କ ସହିତ ଉତ୍ତମ ସଂପର୍କ ରକ୍ଷା କର ।
ଛୁମ୍‌ ଦୁଆରାଃ ଲେବୁ ସରି ବନେ ବଃ ରହେ ନାପେ ।

ପାଖା ପାଖି
ଏକର ଏକର
ଶ୍ରେଣୀରେ ରବି ସହିତ ଆମେ ପାଖାପାଖି ବସୁଁ ।
କିଲାସ୍‌ତେ ରବି ସରି ଏଲେ ଏକର୍‌ ଏକର୍‌ ଡକତାଲେ ।


logo