logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ପରଖି
ଚେକ୍‌
ସାଇକେଲର ବ୍ରେକ ପରଖି ଦେଖ ।
ବାଏସକଲ୍‌ ଆଃ ବେରେକ୍‌ ଚେକ୍‌ ବାଏ କଲା ଜଏ ।

ପଡ଼ିବା
ଗୁର୍‌ନା
ଆମ୍ବ ପାଚିଲେ ତଳେ ପଡ଼ିବା ଆରମ୍ଭ ହୁଏ ।
କାୟାର୍‌ ବେଲମ୍‌ କିଲାଃ ତୁତାତେ ଗୁରନା ସୁରୁ ହଏତା ।

ପକାଇବା
ଘାଲନା
ମ‌ଇଳା ଏଣେ ତେଣେ ପକାଇବା ଅନୁଚିତ ।
କାଚ୍‌ରା ଉତିଗ୍‌ ହାନିଗ୍‌ ଘାଲନା ଠିକ୍‌ ଆଣିଗ୍‌ ।

ପାଣ୍ଡିତ୍ୟ
ପଣିତକାର
ବଡ଼ ଲୋକଙ୍କ ପାଣ୍ଡିତ୍ୟ ଆମକୁ ପଥ ଦେଖାଏ ।
ମାହା ଲେବୁକିଆ ପଣିତ୍‌କାର ଆନିଙ୍ଗ୍ ତେ ଗଃଝୁଙ୍ଗ ଅବ୍‌ଜଏତେ ।

ପାହୁଣ୍ଡ
ପାଃଦ
ଡେଙ୍ଗା ଲୋକ ଲମ୍ବା ପାହୁଣ୍ଡ ପକାଇ ଚାଲନ୍ତି ।
ଲମ୍ବା ଲେବୁ ଲମ୍‌ଆ ପାଃଦ ଅବ୍‌ଗୁର୍‌କଲା ସାଉଁଡ୍‌ତାକି ।

ପାହାଡ଼
ବୀରୁ
ଆମ ଗାଁ ପାହାଡ଼ ଉହାଡ଼ରେ ସୂର୍ଯ୍ୟ ଉଏଁ ।
ଏଲାଃ କେଲ୍‌କେ ଆଃ ବୀରୁ ଉହାଡ୍‌ତେ/ହାନ୍‌ପାର ବେଡଃ ମୁଃସିଙ୍ଗତେ ।

ପାରା
ପେରୁଆଁ
ଘରର ଚାଳମାନଙ୍କରେ ପାରା ବାସ କରେ ।
ଅଗାଃ ଛାଉନିକିତେ ପେରୁଆଁ ଡେରା ବାଏତେ ।

ପାହାଡ଼ିଆ
ପାହାଡ଼ିଆ
ପାହାଡିଆ ଅଂଚଳ ଚାଷ ପାଇଁ ଅନୁପଯୋଗୀ ।
ପାହାଡିଆ ଜାଗା ତାସ୍‌ବାସ୍‌ ଲାଗି ଭଲ୍‌ ଜାଗା ଆଣିଗ୍‌ ।

ପାଳିବା
ମାନାୟନା
ଆମେ ଜାତୀୟ ଦିବସ ଗୁଡ଼ିକ ପାଳିବା ଉଚିତ ।
ଆନିଙ୍ଗ୍ ଜାତୀୟ ଦିବସ କିତେ ମାନାୟ୍‌ନାଃ କାୟମ୍‌ ।

ପାନୀୟ ଜଳ
ଉଡ୍‌ନା ଡାଃ
ମଫସଲ ଅଞ୍ଚଳରେ ପାନୀୟ ଜଳ ଅଭାବ ରହିଛି ।
ଗାଁ ଗହ୍‌ଳି କିତେ ଉଡ୍‌ନା ଡାଃ ଅଭାବ ଆଃଇ ।


logo