logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ପରିଶ୍ରମ
କାମୁ
ପରିଶ୍ରମ କେବେ ନିଷ୍ଫଳ ହୁଏ ନାହିଁ ।
କାମୁ କେଭେ ବେକାର୍‌ ଉମ୍‌ ହଏତା/ସାନ୍‌ତା ।

ପଦ୍ଧତି
ନିୟମଧାରା
ଉନ୍ନତ ପଦ୍ଧତି କୃଷକମାନେ ଜାଣନ୍ତୁ ।
ବନେ ବନେ ନିୟମ୍‌ଧାରା ତାସିଆର୍‌ କି କଂ ଗୁଡୁଃମେନ୍‌ ।

ପଚ ପଚ
ପଚ୍‌ ପଚ୍‌
ବର୍ଷା ଦିନେ ମାଟି ରାସ୍ତା ପଚ ପଚ ହୁଏ ।
ବରଷା ଦିନ ଲଃଖା ସଡକ କାଦୋ ପଚ୍‌ ପଚ୍‌ ହଏତା ।

ପଛ ପଟ
ପଛଲାତିଗ୍‌
ଆମ ଘର ପଛ ପଟେ ବରକୋଳି ଗଛଟିଏ ଅଛି ।
ଏଲାଃଅଗାଃ ପଛ୍‌ଲାତିଗ୍‌ ତାପ୍‌କାର୍‌ ଦାରୁ ମୁଇଙ୍ଗ୍ ଆଃଇ ।

ପହଞ୍ଚିଲେ
ଡାମକିମେନ୍‌
ମାମୁ ଆମ ଘରେ ସକାଳୁ ପହଞ୍ଚିଲେ ।
ମାମୁଁ ଏଲାଃଅଃତେ ମିଆଁତେ ଡାମକିଗାମ୍‌ ।

ପତ୍ର
ଉଲାଃ
ଶୀତଦିନେ ଗଛରୁ ପତ୍ର ଝଡି ଯାଏ ।
ରାଙ୍ଗାଦିନ୍‌ ଦାରୁତାୟ୍‌ ଉଲାଃ ଜରମ୍‌ଗଃତା ।

ପଥୁରିଆ
ପଥରିଆ
ପଥୁରିଆ ମାଟିରେ ଗଛ ବଢେ ନାହିଁ ।
ପଥ୍‌ରିଆ ଲଃଖାତେ ଦାରୁ ଉମ୍‌ ମାହାତା ।

ପଡ଼ିଲା
ଗୁର୍‌କି
ଭାଡ଼ିରୁ ମାଠିଆଟିଏ ତଳେ ପଡ଼ିଲା ।
ଭାଦ୍‌ଡିତାୟ କଡ୍‌ସି ମୁଇଙ୍ଗ୍ ତୁତାତେ ଗୁର୍‌କି ।

ପଛକୁ
ପଛ୍‌ଲା
ଗାଈ ଗୋରୁ ପଛକୁ ପଛ ଚାଲି ଜାଣନ୍ତି ନାହିଁ ।
ଅରେଗ୍‌ ଗାଏ ପଛ୍‌ଲା ପଛ୍‌ଲା ସାଁଉଡ୍‌ନା ଉମ୍‌ ସଏଗ୍‌ତେକି ।

ପଞ୍ଚମ
ପଞ୍ଚମ
ପଞ୍ଚମ ଘରେ ମୋର ବନ୍ଧୁ ରହନ୍ତି ।
ପଞ୍ଚମ୍‌ ଝାନାଃ ଅଃତେ ଇଙ୍ଗାଃ ବନ୍ଧୁ ରହେତାକି ।


logo