logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ପରିକଳ୍ପନା
ଯୁଜନା ବାୟନା
ସୁନ୍ଦର ବଗିଚା କୃଷକର ପରିକଳ୍ପନା ଅଟେ ।
ସୁନ୍ଦର୍‌ ବରେ ତାସିଆଃ ଯୁଜନା ବାୟ୍‌ନା ହାଏ ।

ପଦ୍ମଫୁଲ
ପଦମଫୁଲ
ପଦ୍ମ ଆମର ଜାତୀୟ ଫୁଲ ।
ପଦମଫୁଲ୍‌ ଆନିଆଁ ଜାତୀୟ ଫୁଲ ହାଏ ।

ପଡିଆ
ପାଡିଆ
ସ୍କୁଲ ପଡିଆରେ ପିଲାଏ ଖେଲନ୍ତି ।
ଇସକୁଲ୍‌ ପାଡିଆତେ କୁଣୁଃକି ଏବଃ ତାକି ।

ପଙ୍ଖା
ପାଙ୍ଖା
ଲୋକେ ପଙ୍ଖା ଚଳାଇ ଗରମରୁ ରକ୍ଷା ପଆନ୍ତି ।
ଲେବୁକି ପାଙ୍ଖା ଚଲାଏକଲା ଗରମ୍‌ତାଏ ବାଞ୍ଚେତାକି ।

ପନ୍ଥା
ଉପାୟ/ଗଏକଝୁଙ୍ଗ୍
ସଫଳତା ନିମନ୍ତେ ସାଧନା ଏକ ମାତ୍ର ପନ୍ଥା ଅଟେ
ସଫଳ କୁଇନାଃଥମ୍‌ ଦିନ୍‌ରାଏତ ପରିଶ୍ରମ ବାଏନା ମୁଇଙ୍ଗା ଗଏକଝୁଙ୍ଗ ହାଏ । / ସଫଲ କୁଇନାଃଥମ୍‌ ମୁଇଙ୍ଗ ମନତେ ଧିଆନ ତେରନା ମୁଇଙ୍ଗ୍ ଉପାୟ ହାଏ ।

ପରଦା
ପାର୍‌ଦା
କବାଟରେ ପରଦା ଲଗାଯାଏ ।
ଦୁଆର ବନ୍ଧତେ ପାର୍‌ଦା ଲାଗାଏତେକି ।

ପରିବା
ସବଜୀ
ଶୀତ ଦିନେ ପରିବା ଦର କମ ରହେ ।
ରାଙ୍ଗା ଦିନ ସବ୍‌ଜୀଆଃ ଦାମ୍‌ କମ୍‌ ରହେତା ।

ପରିବାର
କୁଣୁଃ କୁଟୁମ୍‌
ରବି ବାବୁ ପରିବାର ନେଇ କଟକରେ ରୁହନ୍ତି ।
ରବିବାବୁ କୁଣୁଃକୁଟୁମ୍‌ ଡଟ୍‌ କଲା କଟକ୍‌ତେ ରହେତାକି ।

ପରିଛଦ
ଛିଡା
ଖରାଦିନେ ପତଳା ପରିଛଦ ଆବଶ୍ୟକ ।
ଗିଡିଙ୍ଗ୍ ଦିନ ପାତଲା ଛିଡା ଦରକାର ।

ପନିକି
ପନଖି
ପନିକିରେ ପରିବା କାଟିବା ସହଜ ।
ପନଖି ବୁଙ୍ଗ୍ ସବଜି ଡେଗନା ସହଜ ହାଏ ।


logo