logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ପହଞ୍ଚିବା
ଡାମନା
ଟ୍ରେନ ଧରିବାକୁ ହେଲେ ଠିକ୍‍ ସମୟରେ ପହଞ୍ଚିବାକୁ ହେବ ।
ରେଲଗାଡି ଧଃତେ କାଃଥମ୍‌ ଠିକ୍‌ ଟାଇମ୍‌ ତେ ଡାମ୍‌ନା ଗୁର୍‌ନା ।

ପରୀକ୍ଷା
ପର୍‌ଖିଆ
ପ୍ରତ୍ୟେକ ଛାତ୍ର ପରୀକ୍ଷାର ସମ୍ମୁଖୀନ ହେବା ଉଚିତ ।
ଝାକି ଇସ୍‌କୁଲିଆ କି ପର୍‌ଖିଆଃ ସାମନା ହଏନାଃ କାୟମ୍‌ ।

ପଙ୍କ
କାଦୋ
ଘୁଷୁରୀ ପଙ୍କରେ ଲୋଟେ ।
ଘୁଷ୍‌ରା କାଦୋତେ ଉଣ୍ଡଲେତା ।

ପଶ୍ଚିମ ଦିଗ
ପଛିମ୍‌ ତିଗ୍‌
ପଶ୍ଚିମ ଦିଗରେ ସୂର୍ଯ୍ୟ ଅସ୍ତ ହୁଏ ।
ପଛିମ୍‌ ତିଗ୍‌ ବେଡ୍‌ ବିଣିବ୍‌ତା ।

ପରିଦର୍ଶିକା
ଯାଁଚ୍‌କାରୀ (ତିରୀ) ଲେବୁ
ପରିଦର୍ଶିକା ବିଦ୍ୟାଳୟ ପରିଦର୍ଶନ କରନ୍ତି ।
ଯାଁଚ୍‌କାରୀ (ତିରୀ) ଲେବୁ ଇସ୍‌କୁଲ୍‌ ଯାଁଚ୍‌ ବାୟ୍‌ତେକି ।

ପଦଚାରୀ
ପାଃଦଚଲା
ପଦଚାରୀମାନେ ରାସ୍ତାର ବାମପଟେ ଚାଲନ୍ତି ।
ପାଃଦଚଲାକି ସଡକ୍‍ଆଃ ଡେରିପାଖ ସାଉଁଡ୍‌ତାକି ।

ପସନ୍ଦ
ପସନ୍ଦ
ମୁଁ ମିଥ୍ୟା କହିବା ପସନ୍ଦ କରେ ନାହିଁ ।
ଇଙ୍ଗ୍ ଅସତ୍‌ କାୟମ୍‌ ଗାମନା ପସନ୍ଦ୍ ଉମ୍‌ ବାୟତିଙ୍ଗ୍ ।

ପଦ୍ୟାନ୍ତ
ଆଲଙ୍ଗ ଆଃ ଶେଷ
ଗୀତଟିର ପଦ୍ୟାନ୍ତ ବେଶ୍‍ ହୃଦୟ ସ୍ପର୍ଶୀ ହୋ‌ଇଛି ।
ଆଲଙ୍ଗ ଆଃ ଶେଷଯେଃ ଖୋବ୍‍ ନିରୀତେ ଭେଃଦ୍‌ ଗଃସିଗ୍‌ ।

ପରପୃଷ୍ଠା
ଅଲଗା ପୃଷ୍ଠା
ବହିର ପରପୃଷ୍ଠାରେ ହାଟ ବିଷୟରେ ଲେଖାଅଛି ।
ବହିଆଃ ଅଲ୍‌ଗା ପୃଷ୍ଠାତେ/ପାଖତେ ହାଃଟ ବିଶେତେ ଲେଖା ଆଃଇ ।

ପଣସ
କଠର୍‌
ପଣସ ଏକ ସୁଆଦିଆ ଫଳ ଅଟେ ।
କଠର୍‌ ମୁଇଙ୍ଗ୍ ସେବୁଲ୍‌ ଲକୁ ହାଏ ।


logo