logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ପରିଷ୍କାର
ସଫା
ଗାଁ ଦାଣ୍ଡ ପରିଷ୍କାର ରଖ ।
ପାଡାଃ ଖଡି ସାଫା ଉନେପେ ।

ପଥର ଦିଅଁ
ସରେଙ୍ଗ୍ ଦେବତା
ମନ୍ଦିରରେ ପଥର ଦିଅଁ ପୂଜା ପଆନ୍ତି ।
ମନ୍ଦିରତେ ସରେଙ୍ଗ୍ ଦେବତା ପୂଜା କୁଇତେ କି ।

ପଦାକରିବା
ସାଫା ବାୟନା
ଲଟା ବୁଦା ପଦା କରିବାଦ୍ୱାରା ମଶା ଧ୍ୱଂସ ହୁଏ ।
ଲାଟାବୁଦା ସାଫାବାୟଃଲାଃ ମଶା ଧନ୍‌ସ ହଏଗଃତା ।

ପରି
ଗୁଡ୍‌
ଆମ ଦେଶ ପରି ସୁନ୍ଦର ଦେଶ ପୃଥିବୀରେ ନାହିଁ ।
ଆନିଆଃ ଦେଶ୍‌ ଗୁଡ୍‌ ସୁନ୍ଦର୍‌ ଦେଶ୍‌ ପୁର୍‌ଥିତେ ମଃଡେଗ୍‌ ।

ପଲ୍ଲବ
ଲାଃରାଃ
ଗଛରେ ପଲ୍ଲବ ସୁନ୍ଦର ଦେଖାଯାଏ ।
ଦାରୁତେ ଲାଃରାଃ ଆକିଲାଃ ସୁନ୍ଦର୍‌ ଜୟ୍‌ତା ।

ପଲ୍ଲୀ
ପାଡା
ଫସଲ ଅମଳ ସମୟରେ ପୁରପଲ୍ଲୀ ମୁଖରିତ ହୁଏ ।
ଫସଲ୍‌ ଆମ୍‌ଦାନି ଭେରେ ପାଡା କେଲକେଯେଃ ଲେରୈଃ ଉଥାର୍‌ତା ।

ପତ୍ନୀ
କାଣାଏ
ପତିପତ୍ନୀ ପିଲାଙ୍କ ଯତ୍ନ ନିଅନ୍ତି ।
କାଣାଏ କେଣ୍ଡର୍‌ କୁଣୁଃକିଆଃ ଯତନ୍‌ ତଡ୍‌ତେ କି ।

ପଚାସଢା
ଲରଃତରଃ
ପଚାସଢା ଖାଦ୍ୟ ଶରୀର କ୍ଷତି କରେ ।
ଲରଃତରଃ ନନଃ ନିରୀତେ ନକ୍‌ସାନ୍‌ ବାୟ୍‌ତେ ।

ପଶୁପକ୍ଷୀ
ଜଁତୁ ଚୁରେଇ
ଅନେକ ପଶୁପକ୍ଷୀ ଆମସଙ୍ଗେ ବାସ କରନ୍ତି ।
କିଃତେ ଜଁତୁଚୁରେଇ ଆନିଆଁ ସରି ରହେତାକି ।

ପଚରା ପଚରି
ପଚରା ଉଚରା
ଚୋର ଧରିବା ପାଇଁ ପୋଲିସ ପଚରା ପଚରି କରନ୍ତି ।
ସୁରୁମ୍‌ ଧଃତେ ନାଃଥମ୍‌ ପୁଲୁସ୍‌ କି ପଚ୍‌ରାଉଚ୍‌ରା ବାୟ୍‌ତେ କି ।


logo