logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ପଞ୍ଚାୟତ
ପଞ୍ଚେତ୍‌
ସରପଞ୍ଚ ପଞ୍ଚାୟତକୁ ଚଲାନ୍ତି ।
ସରପଂଚ ପଞ୍ଚେତ୍‌ ତେ ଚଲାଏତେ ।

ପରିଚ୍ଛନ୍ନ
ପଏର୍‌ଛା
ପରିଚ୍ଛନ୍ନତା ଦ୍ୱାରା ରୋଗରୁ ମୁକ୍ତି ମିଳେ ।
ପଏର୍‌ଛା ରହେକିଲାଃ କସୁରାଙ୍ଗା ଉମ୍‌ ହଏତା ।

ପଶୁ ସମ୍ପଦ
ପଶୁଧନ
ପଶୁ ସମ୍ପଦର ଯତ୍ନ ନେବା ଆବଶ୍ୟକ ।
ପଶୁଧନ ଆଃ ଯତନ୍‌ ଡଡ୍‌ନା କାୟମ୍‌ ।

ପରାମର୍ଶ
କାୟମ ମାନେନା
ପିତାମାତାଙ୍କର ପରାମର୍ଶ ଗ୍ରହଣ କର ।
ବୁଆ ମାଗାଃ କାୟମ୍‌ ମାନେନାପେ ।

ପରିବହନ
ସାନ୍‌ନା ଡେଲ୍‌ନା
ଯାତ୍ରୀ ପରିବହନ ପାଇଁ ବସ ରହିଛି ।
ଲେବୁକି ସାନ୍‌ନା ଡେଲ୍‌ନାଃଥମ୍‌ ବସ ଆଃଇ ।

ପହଁରି
ପହଁରେ
ମୁଁ ନଦୀ ପହଁରି ସେପାରିକୁ ଗଲି ।
ଇଙ୍ଗ୍ ଖିରମ୍‌ ପହଁରେ କରି ହାନ୍‌ପାର ସାନ୍‌କିଙ୍ଗ୍ ।

ପହଞ୍ଚ
ଡାମନା
ମଙ୍ଗଳ ଗ୍ରହ ମନୁଷ୍ୟ ପହଞ୍ଚ ଦୂରତାରେ ନାହିଁ ।
ମଙ୍ଗଲଗର୍‌ହ ଲେବୁ ଡାମ୍‌ନା ଡିସାଃତେ ମଃଡେଗ୍‌ ।

ପରିବା
ଶାଃଗ ଭାଜି
ଶୀତଦିନେ ପରିବା ଦର କମ୍‍ ରହେ ।
ରାଙ୍ଗା ଦିନ ଶାଃଗ ଭାଜିଆଃ ଦାମ୍‌ କମ୍‌ ଆତା ।

ପରିବେଶ
କେଲକେ ଭୂଇଁ
ସୁସ୍ଥ ପରିବେଶ ସୁସ୍ଥ ଦେଶ ।
ବନେ କେଲ୍‍କେ ଭୂଇଁ ବନେ ଦେଶ୍‌ ।

ପରୋପକାର
ହଡମ୍‌ ଆଃ ବାରୁ ବାଏନା
ପରୋପକାର ପରମ ଧର୍ମ ।
ହଡମ୍‌ ଆଃ ବାରୁ ବାଏନା ମାହା ଧରମ୍‌ ହାଏ ।


logo