logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ପବନ
କୟ
ଦକ୍ଷିଣା ପବନ ଦେହକୁ ଥଣ୍ଡା ଲାଗେ ।
ଦଖିନ୍‌ ତିଗାଃ କୟ ନିରୀତେ ଠଣ୍‌ହା ଲାଃତା ।

ପଗଡ଼ି
ପଗ୍‌ଡି
ଶିଖ ଲୋକେ ମୁଣ୍ଡରେ ପଗଡ଼ି ବାନ୍ଧନ୍ତି ।
ପଞ୍ଜାବୀ ଲେବୁକି ବକବ୍‌ ତେ ପଗଡି ତାର୍‌ତେ କି ।

ପରାଣ
ଜୀବନ
ସହିଦମାନେ ଦେଶ ପାଇଁ ପରାଣ ଦିଅନ୍ତି ।
ସଏନିକି ଦେଶ୍‌ ଆଃଥମ୍‌ ଜୀବନ୍‌ ତେର୍‌ତେ କି ।

ପଥର
ସରେଙ୍ଗ୍
ପଥରରେ ପୁଦାନି ତିଆରି କରାଯାଏ ।
ସରେଙ୍ଗ୍ ଆଃ ହାଁଥୀଆର୍‌ ବାଏତେକି ।

ପର୍ବ
ତିହାର୍‌
ଓଡ଼ିଶାରେ ଅନେକ ପର୍ବ ପର୍ବାଣୀ ପାଳିତ ହୁଏ ।
ଉଡିଶାତେ କିଃତେ ତିହାର୍‌ ବାହାର୍‌ ମାନାୟ୍‌ତେକି ।

ପଡ଼ିବା
ଗୁର୍‌ନା
ତଳେ ପଡ଼ିବା ଖାଦ୍ୟ ଖାଅ ନାହିଁ ।
ତୁତାତେ ଗୁର୍‌ସିଃନା ନନଃ ଆବୁ ନଗେପେ ।

ପରସ୍ପର
ମୁଇଙ୍ଗତା ମୁଇଙ୍ଗ୍
ପିଲାଏ ପରସ୍ପର ହାତ ଧରି ଖେଳନ୍ତି ।
କୁଣୁଃକି ମୁଇଙ୍ଗତା ମୁଇଙ୍ଗ୍ ତିଃ ଧଃତେ କରି ଏବଃ ତାକି ।

ପତ୍ର
ଉଲାଃ
ତୁଳସୀ ଦୁଇ ପତ୍ରରୁ ବାସେ ।
ତୁଲସୀ ଉଲାଃ ଦୁଇପତ୍ରିଆ ତାଏ ମହକେତା ।

ପରିସ୍ଥିତି
ଅଭାବ ଅସୁବିଧା
ପରିସ୍ଥିତିକୁ ବିଚାର କରି କାର୍ଯ୍ୟ କରିବା ଉଚିତ ।
ଅଭାବ ଅସୁବିଧା ବିଚାର୍‌ କରି କାମ୍‌ ବାୟ୍‌ନାଃ କାୟ୍‌ମ୍‌ ।

ପଶୁପାଳନ
ଅରେଗ୍‌ ମେରମ୍‌ ଉନ୍‌ନା
ପଶୁପାଳନ ଏକ ଲାଭଜନକ ଉଦ୍ୟୋଗ ।
ଅରେଗ୍ ମେରମ୍‌ ବୁଇନା ମୁଇଙ୍ଗ୍ ଲାଭକାରୀ ଉଦ୍ୟୋଗ ହାଏ ।


logo