logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ନୂଆଁଣିଆ
କୁବୁଃକୁବୁଃ
ଗାଁ ଗହଳିରେ ନୂଆଁଣିଆ ଚାଳଘର ଥାଏ ।
ପାଡା ପନ୍ତିତେ କୁବୁଃକୁବୁଃ ଡିଆର୍‌ନା ଅଲଙ୍ଗ୍ ଅଃ ଆତା ।

ନୂତନ
ତମ୍‌ନେ
ନୂତନ ବର୍ଷ ଆମ ପାଇଁ ଆନନ୍ଦ ଆଣି ଦିଏ ।
ତମନେ ବରଷ ଆନିଆଁ ଥମ୍‌ ଲେରୈଃ ଅଲ୍‌ଗଃତେ ।

ନେଉଳ
ସାଁପକଟି
ନେଉଳ ସାପ ସହିତ ଲଢେଇ କରେ ।
ସାଁପ୍‌କଟି ବୁଙ୍ଗାମ୍‌ ସରି ଲଢେତା ।

ନେତା
ରାଜନୀତିଆ
ଆମ ରାଜ୍ୟରେ ସଚ୍ଚୋଟ ନେତାମାନଙ୍କର ଅଭାବ ଅଛି ।
ଆନିଆଁ ରାଏଜ୍‌ ତେ ସଚ୍ଚୋଟ୍‌ ରାଜନୀତିଆକିଆଃ ଅଭାବ ଆଃଇ ।

ନେତୃତ୍ୱ
ଜିମେଦାରୀ
ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶାସନର ନେତୃତ୍ୱ ନିଅନ୍ତି ।
ରାଏଜ୍‌ ତେ ମୁଖ୍ୟମନ୍ତ୍ରୀ ଶାସନ ଆଃ ଜିମେଦାରି ଡଟ୍‌ ତେ ।

ନେହୁରା
ଗୁହାଏର୍‌
ଜିଲ୍ଲାପାଳଙ୍କଠାରେ ଲୋକେ ନେହୁରା ହୁଅନ୍ତି ।
କଲେକଟର୍‌ ଆଃତେ ଲେବୁକି ହାଏର ଗୁହାଏର୍‌ ବାଏ ତେକି ।

ପତାକା
ପାତ୍‌କା
ତ୍ରିରଙ୍ଗା ଆମର ଜାତୀୟ ପତାକା ଅଟେ ।
ତିରାଙ୍ଗା ଆନିଆଁ ଜାତିଆଃ ପାତ୍‌କା ହାଏ ।

ପଶୁ
ପଶୁ
ଗାଈ ଏକ ଗୃହ ପାଳିତ ପଶୁ ଅଟେ ।
ଗାଏ ମୁଇଙ୍ଗ୍ ଅଗାଃ ବୁଇ ବୁଇ ପଶୁ ହାଏ ।

ପଲ
ଗହ୍‌ଡି
ଗୋରୁ ପଲ ସଂନ୍ଧ୍ୟାରେ ଫେରେ ।
ଅରେଗ୍‌ ଗହ୍‌ଡି ବେଡ ବିଁଣିବ୍‌ ଏଙ୍ଗତା କି ।

ପକ୍ଷୀ
କନ୍ତେଡ୍‍
ପକ୍ଷୀମାନେ ବୁଣନ୍ତି ନାହିଁ କିମ୍ବା କାଟନ୍ତି ନାହିଁ ।
କନ୍ତେଡ୍‌ କି ବିଡ୍‌ତେ କି ଉହୁଁନ ସାଏତେ କି ଉହୁଁ ।


logo