logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ନିର୍ଣ୍ଣୟ
ଥିର ବାୟନା
ପ୍ରତି କାର୍ଯ୍ୟ କିପରି କରିବା ତାହା ଆମେ ନିର୍ଣ୍ଣୟ କରିବା ।
ଝାକି କାମୁ ଇଘାୟ ବାୟ୍‌ଡମ୍‌ନା ଉଜେଃ ଆନିଙ୍ଗ୍ ଥିର୍‌ ବାୟେନିଙ୍ଗ୍ ।

ନିଜର
ନିଜର
ନିଜେ ନିଜର ପ୍ରଶଂସା କରିବା ଅନୁଚିତ ।
ନିଜେ ନିଜର ପ୍ରଶଂସା ବାୟନା ଠିକ୍‌ ଆଣିଗ୍‌ । / ନିଜର ପ୍ରଶଂସା ନିଜେ ଉମ୍‌ ବାୟନାଃ କାୟମ୍‌

ନିର୍ଦ୍ଧିଷ୍ଟ
ଲକ୍‌ଠକ୍‌
ପ୍ରତିଟି ପ୍ରଶ୍ନର ନିର୍ଦ୍ଧିଷ୍ଟ ଉତ୍ତର ରହିଥାଏ ।
ଝାକି ପର୍‌ସନ୍‌ ଆଃ ଲକ୍‌ଠକ୍‌ ଉତର୍‌ ଆତା ।

ନିଃଶ୍ୱାସ
ନିନାଶ
ନିଃଶ୍ୱାସ ବାୟୁରେ ଅଧିକ ଅଙ୍ଗାରକାମ୍ଳ ଥାଏ ।
ନିନାଶ କୟୋତେ ଖୋବ୍‌ ଅଙ୍ଗାରକାମ୍ଳ ଆତା ।

ନିୟନ୍ତ୍ରଣ
ଅଟ୍‌ କାଏନା
ହୀରାକୁଦ ବନ୍ଧ ବନ୍ୟା ନିୟନ୍ତ୍ରଣ ପାଇଁ ନିର୍ମିତ ହୋ‌ଇଛି ।
ହୀରାକୁଦ ଡେମ୍‌ ବଃଢ଼ି ଅଟ୍‌କାଏନାଥଃମ୍‌ ବାଏଡମ୍‌ସିଗ୍‌ ।

ନୀଡ଼
ଘରା
ବାଇ ଚଢେଇ ଝଡ଼ିବର୍ଷା ବେଳେ ନୀଡ଼ରେ ଝୁଲୁ ଥାଏ ।
ଚେଲାଚୁରେ ଝକେଁର ଡାଃ ଭେରେ ଘରା ଡମ୍‌ତେ ଝୁଲେଖର୍‌ତା ।

ନୀତି
ନୀତି
ସମାଜର ନୀତି ନିୟମ ପାଳନ କରିବା ଉଚିତ ।
ସମାଜ ଆଃ ନୀତି ନିୟମ୍‌ ମାନେ କରି ଚଲେନାଃ କାୟମ୍‌ ।

ନୀଳ
ନୀଳିଆ
ନୀଳ ଆକାଶରେ ବାଦଲ ଭାସେ ।
ନୀଳିଆ ଆକାଶ୍‌ତେ ତିରିବ୍‌ ଭାସେତା ।

ନୀରବ
ଚୁପ୍‌ ଚାପ୍‌
ବିଦ୍ୟାଳୟରେ ଆମେ ନିତି ନୀରବ ପ୍ରାର୍ଥନା କରୁ ।
ଇସ୍‌କୁଲ୍‍‍ତେ ଆନିଙ୍ଗ୍ ଝାକିଦିନ ଚୁପ୍‌ ଚାପ୍‌ ପାର୍‌ଥାନା ବାଏତେନିଙ୍ଗ୍ ।

ନୂଆଁ
ନଃ ଡେମ୍‌
ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ଏକ ବଡ ପର୍ବ ।
ପଛିମ୍‌ ଓଡିଶାତେ ନଃଡେମ୍‌ ମୁଇଙ୍ଗ୍ ମାହା ତିହାର୍‌ ହାଏ ।


logo