logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ନିଶ୍ଚଳ
ଶୁଇନ୍‌
ସମୀର ହୃଦ୍‌ଘାତରେ ନିଶ୍ଚଳ ହୋ‌ଇଛି ।
ସମୀର୍‌ ହିରିଦ୍‌ ବେମାର୍‌ ବୁଙ୍ଗ୍ ଶୁଇନ୍‌ ଡୁ ଆଇକ୍‌ ।

ନିରୀକ୍ଷଣ
ଜଏନା
ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ନିରୀକ୍ଷଣ କରନ୍ତି ।
ମାଷ୍ଟର୍‌ ଇସ୍‌କୁଲିଆ କିତେ ଜଏତେ କିଆର୍‌ ।

ନିରୁପଣ
ବିଚାର
ଆସାନ୍ତା ବର୍ଷ ଆଳୁଚାଷ କରିବାକୁ ଆମେ ନିରୁପଣ କରିଛୁ ।
ଡେଲ୍‌ନା ମେମନ୍‌ ଆଳୁଚାଷ ଜାୟନାଃଥମ୍‌ ଏଲେ ବିଚାର୍‌ ବାଏସିଗ୍‌ଲେ ।

ନିତି
ଝାକିଦିନ
ମୁଁ ନିତି ଈଶ୍ୱରଙ୍କଠାରେ ପ୍ରାର୍ଥନା କରେଁ ।
ଇଙ୍ଗ୍ ଝାକିଦିନ ଭଗମାନ ଆଃତେ ଗୁହାଏର୍‌ ବାଏତିଙ୍ଗ୍ ।

ନିଶ୍ଚୟ
ଯେନ୍ତାଲାଃଜ
ଶ୍ରମର ଫଳ ନିଶ୍ଚୟ ମିଳିବ ।
କାମୁ ଆଃ ଦାମ୍‌ ଯେନ୍ତାଲାଃଜ କୁଇନା ।

ନିର୍ବୋଧ
ନିର୍ବୁଧିଆ/ଭକୁଆ/ବେଡା
ନିର୍ବୋଧ ମାନେ କିଛି କରି ପାରନ୍ତି ନାହିଁ ।
ନିର୍ବୁଧିଆ କି ଇହିଜ୍‌ ବାୟନା ଉମ୍‌ ପାଲତେ କି ।

ନିଆଁ
ତିମ୍‌ସମ୍‌
ଅମ୍ଳଜାନ ନିଆଁ ଜଳିବାରେ ସାହାଯ୍ୟ କରେ ।
ଅମ୍ଳଜାନ ତିମ୍‌ସମ୍‌ତେ ଡେମୁନାଃଥମ୍‌ ସାହେଜ ବାୟତେ ।

ନିକାଞ୍ଚନ
ଶୂନଶାନ୍‍
ନିକାଞ୍ଚନ ଜାଗାରେ ମୋତେ ଶାନ୍ତି ମିଳେ ।
ଶୂନଶାନ୍‌ ଜାଗାତେ ଇଙ୍ଗତେ ଶାନ୍ତି କୁଇତା ।

ନିଲାମ
ଲିଲାମ୍‌
ଜବତ ହୋ‌ଇଥିବା ଗାଡ଼ି ନିଲାମ କରାଯିବ ।
ଯାବତ୍‌ ହଏସିଗ୍‌ ଗାଡି ଲିଲାମ୍‌ ହଏନା ।

ନିମନ୍ତ୍ରଣ
ବରେନା
ମୋ ଜନ୍ମଦିନରେ ମୁଁ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରେଁ ।
ଇଙ୍ଗାଃ ଜନମ୍ ଦିନତେ ଇଙ୍ଗ୍ ବନ୍ଧୁ ବାନ୍ଧବ୍‌ କିତେ ବରନ୍‌ ତେର୍‌ସିଙ୍ଗ୍/ବରେସିଙ୍ଗ୍ ।


logo