logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ନିର୍ମଳ
ସଫା
ଶରତ ଋତୁରେ ନଈପାଣି ନିର୍ମଳ ଦେଖାଯାଏ ।
ଦାସ୍‌ରା ଲେରାଙ୍ଗ୍ ତେ ଖିରମ୍‌ଆଃ ଡାଃ ନିର୍‌ମଲ୍‌ ଜୟତା ।

ନିକିତି
ତରାଜୁ
ଦୋକାନୀ ନିକିତିରେ ଓଜନ କରେ ।
ଦୁକାନୀ ତରାଜୁତେ ତା‌ଉଲୁତେ ।

ନିସ୍ୱ
ଟୁରାଟୁରୀ
ନିସ୍ୱ ବ୍ୟକ୍ତିଙ୍କୁ ଯଥା ସମ୍ଭବ ସାହାଯ୍ୟ କର ।
ବେର୍‌ଜ ଉମ୍‌ଆନା ଲେବୁତେ ପାରୁପର୍ଯ୍ୟନ୍ତ ସାହାରା ତେରେପେ ।

ନିଷ୍ଠା
ଏକ ମନତେ
ନିଷ୍ଠା ବଳରେ ଅସମ୍ଭବ ସମ୍ଭବ ହୋ‌ଇଥାଏ ।
ଏକ୍‌ ମନତେ ଲାଃସିଥଃଲାଃ ଉମ୍‌ ହଏନା କାମୁ ଜ ହଏନାପାଲ୍‌ତେ ।

ନିଷ୍ଫଳ
ଫାଲତୁ
ପରିଶ୍ରମ କେବେ ନିଷ୍ଫଳ ହୁଏ ନାହିଁ ।
କାମୁ ଯେଃ କେଭେଜ ଫାଲ୍‌ତୁ ଉମ୍‌ ହଏତା ।

ନିର୍ବାହ
ତୁଲାଏନା
ଆମେ ନିଜର କର୍ତ୍ତବ୍ୟ ନିର୍ବାହ କରିବା ଉଚିତ ।
ଆନିଙ୍ଗ୍ ଆନିଆଁ କାମୁତେ ତୁଲାଏନାଃ କାୟମ୍‌ ।

ନିଷ୍ପତ୍ତି
ଫଏସ୍‌ଲା ବାଏନା
ଦେଶ ସେବା କରିବାକୁ ସମସ୍ତେ ନିଷ୍ପତ୍ତି ନେବା ।
ଦେଶ୍‌ ଆଃ ତୁରା ବାଏନା ଝାକିଗା ଫଏସ୍‌ଲା ତେରନାଃ କାୟମ୍‌ ।

ନିଷ୍ପକ୍ଷ
ରାଇଟ ବିଚାର୍‌
ବିଚାରକର୍ତ୍ତା ନିଷ୍ପକ୍ଷ ବିଚାର କରନ୍ତି ।
ମାଜିସ୍‌ଟର୍‌ ରାଇଟ୍‌ ବିଚାର୍‌ ବାଏତେ ।

ନିଷେଧ
ମାନା ବାଏନା
ସର୍ବ ସାଧାରଣ ସ୍ଥାନରେ ଧୂମ୍ର ପାନ ନିଷେଧ ।
ଝାକି ଆଃ ଚଲେ ବୁଲେ ଠାଣ୍‌ ହେନ୍‌ତେ ବିଡି ସିଗ୍ରେଟ୍‌, ଗଞ୍ଜେଇ ଉଟ୍‌ନା ମାନା ବାଏଡମ୍‌ସିଗ୍‌ ।

ନିର୍ଦ୍ଦେଶ
ହୁକୁମ୍‌
ଦୁର୍ନୀତି ନିବାରଣ ପାଇଁ ସରକାରୀ ନିର୍ଦ୍ଦେଶ ରହିଛି ।
ଘୁସ୍‌ ହାଟାଏ ନାଃଥମ୍‌ ସାର୍‌କାରୀ ହୁକୁମ୍‌ ରହେସିଗ୍‌ ।


logo