logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ନାରିକେଳ
ନଡିଆ
କେରଳ ରାଜ୍ୟରେ ବହୁତ ନାରିକେଳ ଗଛ ଅଛି ।
କେରଲ ରାଏଜ୍‌ତେ ଖୋବ୍‌ ନଡିଆ ଦାରୁ ଆଃଇ ।

ନାତି
ବକ୍‌ଡୁଃ
ରବିବାବୁଙ୍କ ନାତି ଷଷ୍ଠ ଶ୍ରେଣୀରେ ପଢ଼େ ।
ରବି ବାବୁଆଃ ବକ୍‌ଡୁଃଡମ୍‌ ଛ' କିଲାସ୍‌ତେ ପଢେତା ।

ନା
ମ'ଗା
ଧୂମ୍ର ପାନକୁ ନା କହ ।
କୁହୁଲା ଉଡ୍‍ନା ଯେ 'ମଗା' ଗାମେପେ ।

ନାଚି ନାଚି
କୁଇଗ୍‌ତା କୁଇଗ୍‌ତା
ଲହଡ଼ି ନାଚି ନାଚି କୂଳରେ ପିଟି ହୁଏ ।
ଲହଡା କୁଇଗ୍‌ତା କୁଇଗ୍‌ତା ତରାତେ ଗିଲଡମ୍‌ ତା ।

ନାଗରିକ
ନାଗରିକ୍‌
ଆମେ ଭାରତର ନାଗରିକ ଅଟୁଁ ।
ଏଲେ ଭାରତ ଆଃ ନାଗରିକ୍‌ ହାଏଲେ ।

ନାକ
ରମଙ୍ଗ୍
ଦୁର୍ଗନ୍ଧରେ ନାକ ଫାଟି ପଡୁଛି ।
ଘାଁଣି ବୁଙ୍ଗ୍ ରମଙ୍ଗ୍ ପାଃ ଗଃତାଏଗ୍‌ ।

ନାଡ଼ି
ବ‌ଇଦ/ବୋଏଦ
କବିରାଜ ନାଡ଼ି ଦେଖି ରୋଗ ଚିହ୍ନନ୍ତି ।
ବ‌ଇଦ୍‌/ବୋଏଦ୍‌ ନାଡି ଜୟକଲା ବେମାର୍‌ କଙ୍ଗନ୍ତେ ।

ନିଜେ
ନିଜେ
ପିଲାମାନେ ନିଜେ ନିଜର ଖାତାପତ୍ର ସଜାଇ ରଖନ୍ତି ।
କୁଣୁଃକି ନିଜେ ନିଜର୍‌ ଖାତାପତର୍‌ ସଜାଏ ଉନ୍‌ତେକି ।

ନିଦ
ଝୁମା
ଦିନବେଳେ ନିଦରେ ଶୋ‌ଇବା ଅନୁଚିତ ।
ଦିନବେଲା ଝୁମା ଲାଃକିଲାଃଜ୍‌ ଉମ୍‌ଗିତାଃନାଃ କାୟମ୍‌ ।

ନିୟମ
ନିୟମ୍‌
ସମସ୍ତେ ବିଦ୍ୟାଳୟର ନିୟମ ମାନିବା ଉଚିତ ।
ଝାକିଗା ଇସ୍‌କୁଲ ଆଃ ନିୟମ୍‌ ମାନେନାଃ କାୟମ୍‌ ।


logo