logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ନଡ଼ିଆ
ନଡ଼ିଆ
ନଡ଼ିଆ କତାରେ ଦ‌ଉଡ଼ି ତିଆରି ହୁଏ ।
ନଡିଆ କତାତାୟ୍‌ କେକେଃ ତ୍‌ଆର୍‌ ହଏତା । / ନଡିଆ କତାତାୟ୍‌ କେକେଃ ବାଏତେକି ।

ନବମ
ନ‌ଅନମ୍ବର
ଦୌଡ଼ ଖେଳରେ ରିତା ନବମ ସ୍ଥାନରେ ରହିଲା ।
ଖେଲ୍‌କୁଦ୍‌ତେ ରୀତା ନ‌ଅ ନମ୍ବର୍‌ତେ ରହେକି ।

ନଳ
ଢ଼େକଡଚୁଆଁ
ନଳକୂପ ପାଣି ପିଇବା ନିରାପଦ ।
ଢ଼େକଡ୍‌ଚୁଆଃ ଡାଃ ଉଥଃଲାଃ ବିପତ୍ତି ଉମ୍‌ ଗୁର୍‌ତା । / ଢ଼େକଡ୍‌ଚୁଆଃ ଡାଃ ଉଡ୍‌ନା ନିରାପଦ ହାଏ ।

ନଷ୍ଟ
ନୁକ୍‌ସାନ୍‌
ଖାଦ୍ୟ ଦ୍ରବ୍ୟ ଆଦି ନଷ୍ଟ କର ନାହିଁ ।
ଖାଏଦ୍‌ ଦରବ୍‌ କିତେ ନୁକସାନ୍‌ ଆବୁ ବାଏପେ ।

ନାଲି
ଲାଲ
ସନ୍ଧ୍ୟାରେ ସୂର୍ଯ୍ୟ ନାଲି ଦେଖାଯାଏ ।
ବେଡ ବଁଡିବ୍‌ ବେଡ ଲାଲ୍‌ ଜଏତା ।

ନାଳ
ନାଳା
ନାଳରେ ପାଣି ଦୂରକୁ ନିଆଯାଏ ।
ନାଳାତେ ଡାଃ ଡିସାତିଗ୍‌ ଡଟ୍‌ତେକି ।

ନାତୁଣୀ
ବକଡୁଃ
ମୋର ଗୋଟିଏ ନାତୁଣୀ ଅଛି ।
ଇଙ୍ଗଆଃ ମୁଇଙ୍ଗ୍ ବକ୍‌ଡୁଃ ଆଃଇ ।

ନାଶ
ନାର୍‌ଖାର୍‌
ଦୁଷ୍ଟର ସର୍ବନାଶ ହୋ‌ଇଯାଏ ।
ବଦମାସ୍‌ କିଲାଃ ଝାକି ନାର୍‌ଖାର୍‌ ହଏଗଃତା ।

ନାମ
ନାଆଁ
ବହୁମୂଲ୍ୟ ସୁବର୍ଣ୍ଣ ଅପେକ୍ଷା ଉତ୍ତମ ନାମ ଭଲ ।
ଖୋବ୍‌ ଦାମ୍‍ଆଃ ସୁନା ତାୟ ବଢିଆ ନାଆଁ ଭଲ ହାଏ ।

ନାରଖାର
ନାରଖାର୍‌
ଅବାଧ୍ୟ ପୁତ୍ର ସମ୍ପତ୍ତି ନାରଖାର କରେ ।
ଅବୁଝା ବେଟା ଅଗାଃ ସମ୍ପତ୍ତି ନାର୍‌ଖାର୍‍ ବାୟ୍‌ତେ ।


logo