logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଧନ୍ଦା
କାମୁବୁଙ୍ଗ୍ ବର୍‌ଲନା
ସ୍କୁଲମାନଙ୍କରେ ଧନ୍ଦା ମୂଳକ ଶିକ୍ଷା ଦେବା ଉଚିତ ।
ଇସ୍‌କୁଲ କିତେ କାମୁବୁଙ୍ଗ୍ ବର୍‌ଲନା ଗୁଡ୍‌ ଶିଖ୍‌ ଛା ତେର୍‌ନା କାୟ୍‌ମ୍‌ ।

ଧନ୍ୟ
ଧଏନ୍‌
ଦେଶପାଇଁ ପ୍ରାଣବଳି ଦେଉଥିବା ଲୋକ ଧନ୍ୟ ।
ଦେଶ୍‌ ଆଥମ୍‌ ଜୀବନ ତେର୍‌ଖାନେଲେବୁ ଧଏନ୍‌ ଆଏ ।

ଧନୀ
ଧନୀ
ଧନୀମାନେ ଗରୀବଙ୍କ କଥା ଶୁଣିବା ଉଚିତ ।
ଧନୀକି ଗରିବ୍‌କିଆଃ କାୟମ୍‌ ଅଣର୍‌ନାଃ କାୟମ୍‌ ।

ଧାର
ରିନ୍‌
ଗାଁର ଲୋକେ ଧାର ଉଧାର କରି ଚଳନ୍ତି ।
ପାଡାଃ ଲେବୁକି ରିନ୍‌ ଅଲକଲା ଚଲେତାକି ।

ଧାନ
ବାଃ
ବାସୁମତୀ ଧାନ ଚାଷ ଏକ ଲାଭଜନକ କୃଷି କାର୍ଯ୍ୟ ।
ବାସ୍‌ମତୀ ବାଃ ତାସ୍‌ ମୁଇଙ୍ଗ୍ ଖୋବ୍‌ ଲାଭ ତେର୍‌ତେ ।

ଧିର
ଧିରମ୍‌
ଧିର ପାଣି ପଥର କାଟେ ।
ଧିରମ୍‌ ଡାଃ ସରେଙ୍ଗ୍ ଡେକ୍‌ତେ ।

ଧୂଆଁ
ଧୁଙ୍ଗିଆ
ନିମ୍ବ ପତ୍ର ଧୂଆଁ ମଶା ଘ‌ଉଡ଼ାଏ ।
ଲିମ ଉଲାଃ ଧୁଙ୍ଗିଆୟ ଅଃଲାଃ ମଶା ଜାର୍‌ତେ ।

ଧୂଆଁଳିଆ
ଧୁନ୍‌ନ୍ଧରା
ଖରାଦିନେ ଆକାଶ ଧୂଆଁଳିଆ ଦେଖାଯାଏ ।
ଗିଡିଙ୍ଗ୍ ଦିନ ଆକାଶ ଧୁନ୍‌ନ୍ଧରା ଜୟତା ।

ଧୂପ
ଧୂପ୍‌
ପୂଜକ ଧୂପ ଦେଇ ପୂଜା କରନ୍ତି ।
ପୁଝାରୀ ଧୂପ ତେର୍‌କଲା ପୂଜା ବାୟତେ ।

ଧୁଏ
ଆମୁଡନା
ସକାଳେ ଉଠି ମୁଁ ମୁହଁ ଧୁଏ ।
ମିଆଁତେ ବେରୁଡ୍‌ କରି ଇଙ୍ଗ୍ ତମଡ୍‌ ଆମୁଡ୍‌ ତାଏଙ୍ଗ୍ ।


logo