logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଦୈର୍ଘ୍ୟ
ଲମା
ହୀରାକୁଦ ବନ୍ଧର ଦୈର୍ଘ୍ୟ ପ୍ରାୟ ୨୫ କି.ମି. ।
ହୀରାକୁଦ ବନ୍ଧଆଃ ଲମା ହାରାହାରି ୨୫ କି.ମି. ।

ଦୌଡ଼ିବା
ବତ୍‍‍କେନା
ଶିକ୍ଷକ ପିଲାଙ୍କୁ ଦୌଡ଼ିବା ପାଇଁ କହିଲେ ।
ମାଷ୍ଟର୍‌ କୁଣୁଃକିତେ ବତ୍‌କେ ନାଃଥମ୍‌ ଗାମଃକି ।

ଦ୍ୱନ୍ଦ
ଦୁଗ୍‍ଧା
ଲୋକଟିର କଥା ଶୁଣି ମୁଁ ଦ୍ୱନ୍ଦରେ ପଡ଼ିଲି ।
ଲେବୁଆଃ କାୟ୍‌ ଅଣ୍ଡର୍‌କରି ଇଙ୍ଗ୍ ଦୁଗ୍‌ଧାତେ ଗୁର୍‌ଗଃକିଙ୍ଗ୍ ।

ଦ୍ୱାର
ଦୁଆର/ଗଏଞ୍ଜୁଙ୍ଗ୍
ମନ୍ଦିରର ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ରହିବା ଆବଶ୍ୟକ ।
ମନ୍ଦିରଆଃ ଦୁଆର/ଗଏଞ୍ଜୁଙ୍ଗ ଝାକିଆଃଥମ୍‌ (ଖୁଲା) ମେଲା ରହେନାଃ କାୟ୍‌ମ୍‌ ।

ଧଳା
ପଣ୍ଡରା
ଟଗର ଫୁଲର ରଙ୍ଗ ଧଳା ।
ଟଗର ଫୁଲଆଃ ରଙ୍ଗ୍ ପଣ୍ଡରା ।

ଧମନୀ
ନାଡି
ଧମନୀରେ ପରିଷ୍କୃତ ରକ୍ତ ଯାଏ ।
ନାଡିତେ ସଫା ଇୟାମ୍‍ ସାନ୍‌ତା ।

ଧନୁଶର
କାଃ କମ୍‌
ଶବରମାନେ ଧନୁଶର ଧରି ଯାଆ ଆସ କରନ୍ତି ।
ଶବର କି କାଃ କମ୍‌ ଧଃତେ କରି ସାନାଃ ଡେଲ୍‌ନା ବାୟତେକି/ସାନତାକି, ଡେଲତାକି ।

ଧ‌ଇଁ ସ‌ଇଁ
ସେଁସାଁ
ଲୋକଟି ଧ‌ଇଁ ସ‌ଇଁ ହୋ‌ଇ ଘରେ ପହଞ୍ଚିଲା ।
ଲେବୁଯେ ସେଁ ସାଁ ହଏକଲା ଅଃବୁଙ୍ଗଡାମ୍‌କି ।

ଧରିବା
ଧଃତେନା
ମାଛ ଧରିବା କେଉଁଟ ମାନଙ୍କ ବୃତ୍ତି ଅଟେ ।
କାଣଙ୍ଗ୍ ଧଃତେନା କେଉଁଟକିଆଃ/ଝରାକିଆଃ କାମୁହାଏ ।

ଧରାଧରି
ଧରାଧରି
ପିଲାମାନେ ଧରାଧରି ହୋ‌ଇ ଖେଳନ୍ତି ।
କୁଣୁଃକି ଧରାଧରି ହଏକରି ଏବଃତାକି ।


logo