logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଦେଖାଦେଖି
ଦେଖାଦେଖି / ଭେଟ୍‌ଘାଟ୍‌
ଗତକାଲି ଆମେ ଦେଖାଦେଖି ହୋ‌ଇଥିଲୁ ।
ଇଡାଃ ଏଞ୍ଜାର୍‌ ଦେଖାଦେଖି ହ‌ଇସିଥଃଜାର୍‌ । / ଇଡା ଏଞ୍ଜାର୍‌ ଭେଟ୍‌ଘାଟ୍‌ ହ‌ଇସିଥଃଜାର୍‌ ।

ଦେଶ
ଦେଶ୍‌
ଆମ ଭାରତ ଏକ ବୃହତ ଦେଶ ଅଟେ ।
ଏଲାଃ ଭାରତ ମୁଇଙ୍ଗ୍ ବଡେ ମାହା ଦେଶ୍‌ ଆଏ/ହାଏ ।

ଛୁଏଁ
ଜିବନା
ସମୁଦ୍ର ଆମ ଜନ୍ମଭୂମିର ପାଦ ଛୁଏଁ ।
ସମଦୁର୍‌ ଆନିଆଁ ଜନମମାଏଁଟ୍‌ଆଃ ପାଃଦ ଜିପ୍‌ତେ ।

ଦେଖିବା
ଜୟନା
ସୂର୍ଯ୍ୟଙ୍କୁ ଦେଖିବା ଦ୍ୱାରା ଆଖି ଖରାପ ହୁଏ ।
ବେଡତେ ଜୟନାବୁଙ୍ଗ୍ ମଡ୍‌ ଖାରାପ୍‌ ହଏତା ।

ଦେହ
ନିରୀ
ମୋ ଦେହ ଆଜି ଟିକିଏ ଭଲ ନାହିଁ ।
ଇଙ୍ଗଆନିରୀ ମୁସା ଇଚିଃ ଭଲ ମଃଡେଗ୍‌ ।

ଦେବଦାରୁ
ଦେବ୍‌ଦାରୁ
ଦେବଦାରୁ ଗଛର କାଠରେ ଦିଆସିଲି ତିଆରି ହୁଏ ।
ଦେବ୍‌ଦାରୁ ଦାରୁଆଃ ସଙ୍ଗଲତେ ଦିଆସିଲି ତିଆର୍‌ ହଏତା/ବନେତା ।

ଦେଖି
ଜୟକଲା
ହଠାତ୍‍ ବାଘ ଦେଖି ମୁଁ ଡରିଗଲି ।
ହାଠାତ୍‍ କିଡୋଃତେ ଜଏକରି ଇଙ୍ଗ୍ ବତଙ୍ଗ୍ ଗଃକିଂ ।

ଦେବୀ
ଦେବୀ
କାଳିଜାଇ ପାହାଡ଼ରେ ଦେବୀ ମନ୍ଦିର ଅଛି ।
କାଲିଜାଈ ବିରୁତେ ଦେବୀ ମନ୍ଦିର ଆଃଇ ।

ଦୋକାନ
ଦୁକାନ୍‌
ଆମ ଗାଁରେ ଔଷଧ ଦୋକାନଟିଏ ଅଛି ।
ଏଲାଃ କେଲ୍‌କେତେ କାନଲା ଦୁକାନ୍‌ ମୁଇଙ୍ଗ୍ ଆଃଇ ।

ଦୋଳି
ଦୁଲି
ଝିଅମାନେ ଦୋଳି ଖେଳି ଆନନ୍ଦ ପାଆନ୍ତି ।
ବେଟୀକି ଦୁଲି ଏବଃକରି ଲେରୈଃ କୁଏତେକି ।


logo