logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଦୁଃସ୍ଥ
ଦୁଃଖୀ
ଦୁଃସ୍ଥ ଲୋକଙ୍କୁ ସରକାରୀ ସାହାଯ୍ୟ ମିଳେ ।
ଦୁଃଖୀ ଲେବୁକିତେ ସରକାରୀ ସାହାଏଜ୍‌ କୁଇତା ।

ଦୁହେଁ
ଦୁହିଝନ୍‌
ଆମେ ଦୁହେଁ ହାଟକୁ ଯାଇଥିଲୁଁ ।
ଏଞ୍ଜାର ଦୁହିଝନ୍‌ ହାଟ୍‌ବୁଙ୍ଗ୍ ସାନସିଃଥଃଜାର୍‍ ।

ଦୁଃଖ
କଷଟ୍‌
ଆତ୍ମୀୟଙ୍କୁ ହରାଇଲେ ଭାରି ଦୁଃଖ ଲାଗେ ।
ନିଜର ଲେବୁକି ନକ୍‌ସାନ୍‌ ଗଃକିଲାଃ ଖୋବ୍‌ କଷଟ୍‌ ଲାଃତା ।

ଦୁଃଖିରଙ୍କୀ
ଗରିବ ଦୁଃଖି
ଆମ ଦେଶରେ ଦୁଃଖିରଙ୍କୀଙ୍କ ସଂଖ୍ୟା କମ୍‍ ନୁହେଁ ।
ଆନିଆଁ ଦେଶତେ ଗରିବଦୁଃଖିକିଆଃ ସଂଖ୍ୟା କମ୍‌ ଆଣିଗ୍‌ ।

ଦୁଃସାହସ
ସାହାସ୍‌
ଶୀକାରୀର ଦୁଃସାହସ ଥାଏ ।
ବନିଜିଆଃ ସାହାସ୍‌ ବହୁତ୍‌ ଆତା ।

ଦୃଷ୍ଟି
ଧିଆନ୍‌
ପିଲାଙ୍କ ପାଠପଢ଼ା ପ୍ରତି ପିତାମାତା ଦୃଷ୍ଟି ଦିଅନ୍ତୁ ।
କୁଣୁଃକିଆଃ ପାଟ୍‌ପଢ଼ାଃଲାଗି ମାଆ ବୁଆ ଧିଆନ୍‌ ତେରେପେ ।

ଦୂରରେ
ଡିସାତେଃ
ଦୂରରେ ଥାଇ ମଧ୍ୟ ସାହଯ୍ୟ କରି ହେବ ।
ଡିସାତେଃ ରହେକଲା ଜ ସାହାଜ୍‌ ତେର୍‌ନା ହଏନା ।

ଦୁଷ୍ଟ
ବଦ୍‌ମାସ୍‍
ଦୁଷ୍ଟମାନେ ଦିନେ ବିନିଷ୍ଟ ହେବେ ।
ବଦମାସ୍‌ କି ମୁସ୍‌ନିଙ୍ଗ୍ ଲୋପ ହଏ ଗଃଅନାକି ।

ଦୂଷିତ
କେଚ୍‌କେଚା
ଦୂଷିତ ଜଳ ପାନ କଲେ ରୋଗ ହୁଏ ।
କେଚ୍‌କେଚା ଡାଃ ଉଥଃଲାଃ କସୁ ହଏତା ।

ଦୃଶ୍ୟ
ରୂପ୍‌
କରୁଣ ଦୃଶ୍ୟ ଦେଖିଲେ ହୃଦୟକୁ ବାଧେ ।
ଗଡ୍‍‍ଗଡା ରୂପ୍‌ ଜୟଃଲାଃ ମନ୍‌ତେ ବାଧେତେ ।


logo