logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଦାୟୀତ୍ୱ
ବଝା
ବାପାଙ୍କ ପରେ ଘରର ଦାୟୀତ୍ୱ ମୋ ଉପରେ ପଡ଼ିଛି ।
ବୁଆ ଗିଙ୍ଗାଃ ତାୟ୍‌ ଅଗାଃ ଭାର୍‌ବଝା ଇଙ୍ଗଆଃ ତଭ୍‌ଲୁଙ୍ଗତେ ଗୁର୍‌ସିଗ୍‌ ।

ଦିଆସିଲି
ମାଚିସ୍‍/ଦିଆସିଲି
ନରମ କାଠରେ ଦିଆସିଲି ଖୋଳ ତିଆରି ହୁଏ ।
କଏଁଲି ସଙ୍ଗଲ ତାୟ୍‌ ମାଚିସ୍‍/ଦିଆସିଲି ଖୋଲ ତିଆର୍‌ ହଏତା ।

ଦିପହର
ଦୁଇ ପହର
ଦି ପହର ବେଳେ ମଧ୍ୟାହ୍ନ ଭୋଜନ ଦିଆଯାଏ ।
ଦୁଇ ପହର ଭଏରେ ବାର୍‌ବଜିଆ ନଃନା ତେର୍‌ଡମତା ।

ଦିଗଦର୍ଶନ
ଗଃ ଝୁଙ୍ଗ୍ ଅବଜୟନା
ଗୁରୁଜନମାନେ ଆମକୁ ଦିଗଦର୍ଶନ ଦିଅନ୍ତି ।
ମାହା ଲେବୁକି ଆନିଙ୍ଗତେ ଗଃ ଝୁଙ୍ଗ୍ ଅବ୍‌ଜୟ୍‌ତେକି ।

ଦିବସ
ଦିନ୍‌ବେଳା
ଦିବସରେ ଲୋକେ କାମ କରନ୍ତି ।
ଦିନ୍‌ବେଳା ଲେବୁକି କାମୁତାକି ।

ଦ୍ୱିତୀୟ
ଦୁଇ ନମ୍ବରଅ
ଏହା ରବିର ଦ୍ୱିତୀୟ ଚେଷ୍ଟା ଥିଲା ।
ଉଜେଃ ରବି ଆଃ ଦୁଇନମ୍ବର ଚେରେଷ୍ଟା ଆକି ।

ଦୀପ
ଦିଆ
ଗରୀବ ଲୋକେ ରାତିରେ ଦୀପ ଜାଳନ୍ତି ।
ଗରିବ୍‌ ଲେବୁକି ଇଡିବ୍‌ତେ ଦିଆ ଗୁଇଗ୍‌ତେକି ।

ଦ୍ୱୀପ
ଟାପୁ
ହ୍ୱିଲର ଦ୍ୱୀପରୁ ରକେଟ ପ୍ରେରଣ କରାଯାଏ ।
ହ୍ୱିଲର୍‌ ଟାପୁତାୟ୍‌ ରକେଟ୍‌ ମେଲାଏ ତେକି ।

ଦୁଇଫାଳ
ଦୁଇଫାଲ୍‍
ନଡ଼ିଆ ଭାଙ୍ଗିଲେ ଦୁଇଫାଳ ହୋ‌ଇଯାଏ ।
ନଡିଆ ପାଃଖଲାଃ ଦୁଇଫାଲ୍‍ ହଏଗଃତା ।

ଦୁଧ
ତମ୍‌ଲେଙ୍ଗ୍
ଗାଈ ଦୁଧ ଶିଶୁ ମାନଙ୍କ ପାଇଁ ଉପକାରୀ ।
ଗାଏ ତମ୍‌ଲେଙ୍ଗ୍ କୁଣୁଃ କିଆଃଥମ୍‌ ଭଲହାଏ ।


logo