logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଦଶ
ଦଶ୍‌
ମାମୁ ମୋତେ ଦଶଟଙ୍କା ଦେଲେ ।
ମାମୁଗିଙ୍ଗ୍ ଇଙ୍ଗତେ ଦଶ୍‌ ରୁପିଆ ତେରଃ କି ।

ଦଶମ
ଦଶ୍‍କିଲାସ୍‌
ରୀତା ଦଶମ ଶ୍ରେଣୀରେ ପଢ଼େ ।
ରୀତା ଦଶ୍‌କିଲାସ୍‍ ତେ ପଢେତା ।

ଦର୍ଶନ
ଜୟନା
ମୋ ଜେଜେଙ୍କର ଟିକିଏ ଦର୍ଶନ ତୃଟି ରହିଛି ।
ଇଙ୍ଗାଃ ଆଜା ଗିଙ୍ଗାଃ ଇଚିଃ ଜୟନା ଦୋଷ ରହେସିଗ୍‌ ।

ଦ‌ଉଡ଼ିବା
ବତ୍‌କେନା
ଦ‌ଉଡ଼ିବା ଏକ ଭଲ ବ୍ୟାୟାମ ଅଟେ ।
ବତ୍‌କେନା ମୁଇଙ୍ଗ୍ ଭଲ ବିୟାମ୍‌ ଆଏ/ହାଏ ।

ଦାଆ
ଗାନାଡ୍‌
ଦାଆରେ ଧାନ କଟାଯାଏ ।
ଗାନାଡ୍‌ ବୁଙ୍ଗ୍ ବାଃ ସାଏତେକି ।

ଦାନ୍ତ
ଗନେ
ପ୍ରତିଦିନ ସକାଳେ ଦାନ୍ତ ଘସିବା ଭଲ ।
ଝାକିଦିନ ମିଆଁ‌ତେ ଗନେ ସଫା ବାୟନା ଭଲ ହାଏ ।

ଦାଣ୍ଡ
ଖଡି
ଆମ ଗାଁ ଦାଣ୍ଡ ଖୁବ୍‍ ଓସାରିଆ ଅଟେ ।
ଏଲାଃ ପାଡାଃ ଖଡି ଖୋବ୍‌ ଉସାର ଆଃଇ ।

ଦାନା
ଦାନା
କୁକୁଡ଼ାକୁ ଯଥେଷ୍ଟ ଦାନା ଦେଇ ପାଳନ କର ।
ସିଙ୍କୋଏ ତେ ଯୋର୍‌ସେ ଦାନାତେର କରି ବୁୟେପେ ।

ଦାର୍ଶନିକ
ଆଘ୍‌ଲିଆଃ କାୟମ୍‌ତେ ଗାମ୍‌ପାଲ୍‌ନା ଲେବୁ
ଦାର୍ଶନିକମାନେ ଜୀବନର ପଥ ଦେଖାନ୍ତି ।
ଦୁନିଆଁତେ ଗଃ ଝୁଙ୍ଗ୍ ଅବ୍‌ଜଏନା ଲେବୁ ଦାର୍ଶନୀକ୍‌ କି ହାଏମେନ୍‌ ।

ଦାଉ
କଷଟ୍‌ ତେରେନା
ପରିବେଶ ମନୁଷ୍ୟ ଉପରେ ଦାଉ ସାଧୁଛି ।
ପରିବେଶ୍‌ ଲେବୁଆଃ ତବଲୁଙ୍ଗ୍ ତେ କଷଟ୍‌ ତେର୍‌ତାଏଗ୍‌ ।


logo