logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଦଣ୍ଡ ବିଧାନ
ଡଣ୍‌ ତେରନାବେବସ୍ଥା
ଦୋଷୀକୁ ଦଣ୍ଡ ବିଧାନ କରାଗଲା ।
ଦୁଷୀତେ ଡଣ୍‌ ତେର୍‌ନାବେବସ୍ଥା ବାୟଃକି ।

ଦର୍ଶନୀୟ
ଜୟନା
ଚିଲିକା ଏକ ଦର୍ଶନୀୟ ସ୍ଥାନ ଅଟେ ।
ଚିଲିକା ମୁଇଙ୍ଗ୍ ଜୟନାଃ ଲାଏକ୍‌ ହାଏ ।

ଦର୍ପଣ
ଦରପନ୍‌
ମୁଁ ନିତି ଦର୍ପଣ ଦେଖି ମୁଣ୍ଡ କୁଣ୍ଡାଏଁ ।
ଇଙ୍ଗ୍ ଝାକିଦିନ ଦରପନ୍‌ ଜୟକଲା ବକପ୍‌ କାଡ୍‌ତିଙ୍ଗ୍ ।

ଦଳ
ଜାଁଆଳା
ଗାଁ ପୋଖରୀ ଦଳରେ ପରିପୂର୍ଣ୍ଣ ହୋ‌ଇଛି ।
ପାଡାଃ ମୁଣାଯେଃ ଜାଁଆଲାତେ ଭରେଗଃସିକ୍‌ ।

ଦକ୍ଷିଣ
ଦକ୍ଷିନ୍‌
ଦକ୍ଷିଣ ଦିଗରୁ ମଳୟ ପବନ ବହେ ।
ଦକ୍ଷିନ୍ ତିଗ୍‌ତାୟ୍‌ ଠଣ୍‌ହା କୟ ତାର୍‌ତେ ।

ଦରକାର
ଦରକାର
ବରିଷ୍ଠ ନାଗରିକଙ୍କୁ ଭତ୍ତା ଦରକାର ।
ବୁଢ଼ା/ବୁଢ଼ୀ କିତେ ଭତ୍ତା ଦର୍‌କାର୍‌ ।

ଦମ୍ବିକା
ଦମ୍‌ବାଜୀ
ମୋ ସାଙ୍ଗର ଦମ୍ବିକା ମନ ଅଛି ।
ଇଙ୍ଗ୍ ଆଃ ସରିଗିଙ୍ଗାଃ ଦମ୍‌ବାଜୀ ମନ୍‌ ଆଃଇ ।

ଦରଜୀ
ଦର୍‌ଜୀ
ମୋ ଭାଇ ଜଣେ ଦରଜୀ ଅଟନ୍ତି ।
ଇଙ୍ଗଆଃ ଭାଇ ଗିଙ୍ଗ୍ ମୁଇଙ୍ଗ୍ ଦର୍‌ଜୀ ହାଏ/ଆଏ ।

ଦସ୍ତା
ହେମଦସ୍ତା
ଦସ୍ତା ଏକ ପ୍ରଯୋଜନୀୟ ବସ୍ତୁ ଅଟେ ।
ହେମଦସ୍ତା ମୁଇଙ୍ଗ୍ ଦରକାରୀ ଜିନିଷ୍‌ ହାଏ ।

ଦପ୍ତର
ଅଫିସ୍‌
ମୁଁ ଜିଲ୍ଲାପାଳଙ୍କ ଦପ୍ତରରେ ଗୁହାରି କଲି ।
ଇଙ୍ଗ୍ କଲେକ୍‌ଟର୍‌ ଅଫିସ୍‌ ତେ ଅରଜିଏକ / ବାଏଗ୍‌ ।


logo