logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଦୌଲତ
ଦରବ୍‌
ରାଜାଙ୍କର ଅନେକ ଦୌଲତ ଥାଏ ।
ରାଜାଃ ଖୋବ୍‌ ଧନ୍‌ ଦରବ୍‌ ଆତା ।

ଦଣ୍ଡ
ଡଣ୍‌
ବିଦ୍ୟାଳୟ ଏକ ଦଣ୍ଡ ମୁକ୍ତ ଅଁଚଳ ଅଟେ ।
ଇସ୍‌କୁଲ୍‌ ମୁଇଙ୍ଗ୍ ଡଣ୍‌ ସୁଇନ୍‌ ଠାଣ୍‌ ହାଏ ।

ଦଧିନଉତି
କଳସ
ମନ୍ଦିର ଚୂଡାରେ ଦଧିନଉତି ବସାଯାଏ ।
ମନ୍ଦିର୍‌ ଆଃ ଟିପିତେ କଳସ୍‌ ଥାପ୍‌ନା ବାୟ୍‌ତେକି ।

ଦମନ
ଦବାଏ
ବ୍ରିଟିଶ ଶାସକ ଭାରତୀୟଙ୍କୁ ଦମନ କରି ରଖିଥିଲେ ।
ଇଂରେଜ ଶାସନ୍‌ ଭେରେ ଇଂରେଜ୍‌ କି ଭାରତ୍‌ ଆଃ ଲେବୁକିତେ ଦବାଏ କରି ଉନ୍‌ସିଥଃକି ।

ଦଳ
ଦଳ
ହାତୀଦଳ ଗାଁରେ ପଶୁଛନ୍ତି ।
ହାଁଥୀ ଦଳ କେଲ୍‌କେତେ ଡିଆର୍‌ ତାଏଗ୍‌କି ।

ଦରକାରୀ
ଦରକାରୀ
ଦାଆ ଏକ ଦରକାରୀ ବସ୍ତୁ ।
ଗାନାଡ୍‌ ମୁଇଙ୍ଗ୍ ଦର୍‌କାରୀ ଜିନିଷ୍‌ ହାଏ ।

ଦଳେ
ମୁଇଙ୍ଗ୍ ଦଳ
ଦଳେ ଲୋକ ଭୋଟ ପ୍ରଚାର କରୁଛନ୍ତି ।
ମୁଇଙ୍ଗ୍ ଦଳ ଲେବୁକି ଭୋଟ୍‌ ପର୍‌ଚାର୍‌ ବାଏତାଏଗ୍‌କି ।

ଦ‌ଉଡ଼
ବତକେନାତେ
ଦ‌ଉଡ଼ ଖେଳରେ ରିମି ପ୍ରଥମ ସ୍ଥାନ ପାଇଲା ।
ବତକେନେତେ ରିମି ପହେଲା ହଏକି ।

ଦ‌ଉଡ଼ି ଦ‌ଉଡ଼ି
ବତ୍‌କେ ବତ୍‌କେ
ମୁଁ ଦ‌ଉଡ଼ି ଦ‌ଉଡ଼ି ଆମ୍ବ ଗୋଟାଇଲି ।
ଇଙ୍ଗ୍ ବତ୍‌କେ ବତ୍‌କେ କାୟାର୍‌ ରାମେଗ୍‌ ।

ଦଖଲ
ଦଖଲ
ଏହି ଜମି ଆମ ଦଖଲରେ ରହିଛି ।
ଉ ଜମିନ୍‌ ଏଲାଃ ଦଖଲ୍‌ତେ ଆଃଇ ।


logo