logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଥଟ୍ଟା ମଜା
ହସି ଖିଆଲ
ଥଟ୍ଟା ମଜାରେ କ୍ଷଣିକ ଆନନ୍ଦ ମିଳେ ।
ହସିମଜାତେ ଇଚିଃଡୁଙ୍ଗାଃ ଲେରୈଃକୁଇତା ।

ଥଣ୍ଟ
ଠୋର୍
ଶୁଆର ଥଣ୍ଟ ବଙ୍କା ଥାଏ ।
ରୂପ'ଆଃ/ମିଟୁ'ଆଃ ଠୋର୍‍ ଟେଢ଼ା ଆତା ।

ଥଣ୍ଡା
ଠଣ୍‌ହା
ଖରା ଦିନେ ଥଣ୍ଡା ପାଣି ପିଇବାକୁ ଭଲ ଲାଗେ ।
ଗିଡିଙ୍ଗ୍ ଦିନ ଠଣ୍‌ହା ଡାଃ ଉଡ୍‌ନାଃଥମ୍‌ ଭଲ ଲାଃତା ।

ଥାନ
ଜାଗା/ଠାଣ
ଏହି ଥାନରେ ମୋର ଭାଇ ସହୀଦ ହୋ‌ଇଗଲେ ।
ଉ ଜାଗାତେ/ଠାଣତେ ଇଙ୍ଗଆଃ ଭାଇଗିଙ୍ଗ୍ ଦେଶ୍‌ ଆଃଥମ୍‌ ଜୀବନ ତେର୍‌ଗଥଃ/ସହିଦ୍‌ ହଏ ଗଃକି ।

ଥାନା
ଥାନା
ଅନ୍ୟାୟ ଦୂର କରିବା ପାଇଁ ଥାନା ରହିଛି ।
ଅନ୍ୟାୟ୍‌ ଡିସାଃ ବାୟ୍‌ନାଃଥମ୍‌ ଥାନା ଆଃଇ ।

ଥାଳି
ଥାଳି
ମୁଁ ମୋ ଖାଇବା ଥାଳି ସଫା କରେ ।
ଇଙ୍ଗ୍ ଇଙ୍ଗଆଃ ନଃନା ଥାଳି ସଫା ବାଏତିଙ୍ଗ୍ ।

ଥୋ‌ଇ
ଉନ୍‌ନା
ଟେବୁଲ ଉପରେ ମୁଁ ଘଣ୍ଟାଟି ଥୋ‌ଇଲି ।
ଟେବୁଲ ତଭ୍‌ଲୁଙ୍ଗତେ ଇଙ୍ଗ୍ ଘଡିତେ ଉନେଗ୍‌ ।

ଦୟା
ଲେବୁୟନା
ଅସହାୟ ଲୋକଙ୍କୁ ଦୟା କର ।
ବେରାଃ ବେର୍‌ଜ ଉମ୍‌ ଆନା ଲେବୁତେ ଲେବୁୟ୍‌ନାପେ । / ବେରାଃ ବେରଜ୍‌ ଉମ୍‌ ଆନା ଲେବୁତେ ଦୟା ବାୟେପେ ।

ଦରବ
ଦରବ୍‌
ଆମ ରାଜ୍ୟ ଧନ ଦରବରେ ପରିପୂର୍ଣ୍ଣ ।
ଆନିଆଃ ରାଏଜ୍‌ ଧନ ଦରବ୍‌ତେ ପୂରେସିଗ୍‍/ଭରେସିଗ୍‌ ।

ଦରିଆ
ସମ୍‌ଦୁର୍‌
ଲୋକେ ଜାହାଜ ରେ ଦରିଆ ପାରି ହୁଅନ୍ତି ।
ଲେବୁକି ଜାହାଜ୍‌ତେ ସମ୍‌ଦୁର୍‌ ପାର୍‌ ହଏତାକି ।


logo