logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ତେଣ୍ଡା
ଟେଣା
ତେଣ୍ଡାରେ ପାଣି ଉଠାଇ ଜଳସେଚନ କରାଯାଏ ।
ଟେଣାତେ ଡାଃଡିଙ୍ଗ୍ କରି ଡୁହୁରୀତେ ପାଟାୟ୍‌ତେକି ।

ତେନ୍ତୁଳି
ତେଁନ୍ତନ୍‌
ତେନ୍ତୁଳି ଖଟା ଲାଗେ ।
ତେଁନ୍ତନ୍‌ ରଜଡ୍‌ ଲାଃତା ।

ତୋଟା
ବରୈ
ଆମ ଗାଁ ପାଖରେ ଏକ ଆମ୍ବ ତୋଟା ଅଛି ।
ଏଲାଃ କେଲ୍‌କେ ଏକର୍‌ ତେ ମୁଇଙ୍ଗ୍ କାୟାର୍‌ ବରେ ଆଃଇ ।

ତୋତେ
ଆମତେ
ମୁଁ ତୋତେ ସାହାଯ୍ୟ କରିବି ।
ଇଙ୍ଗ୍ ଆମ୍‌ତେ ସାହେତା ତେରିଙ୍ଗ୍ / ବାୟିଙ୍ଗ୍ ।

ତୋଳିବା
କାମ୍‌ନା
ରୀନା ଓ ଲିନା ଶାଗ ତୋଳିବା ପାଇଁ ଗଲେ ।
ରୀନା ଓ ଲୀନା ଶାଃ କାମ୍‌ନାଃଥମ୍‌ ସାନ୍‌କି କିଆର୍‌ ।

ତୋରାଣୀ
ବାସିଡାଃ
ଗାଈକୁ କୁଣ୍ଡା ତୋରାଣୀ ଦିଅ ।
ଗାଏତେ କୁଣାଁ ର ବାସିଡାଃ ତେରେପେ ।

ଥର
ଥର
ମୁଁ ଦିନକୁ ଦୁଇଥର ଭାତ ଖାଏ ।
ଇଙ୍ଗ୍ ମୁସ୍‌ନିଙ୍ଗତେ ଦୁଇଥର ପେଗ୍‌ ନ‌ଅତିଙ୍ଗ୍ ।

ଥରକେ
ମେସନ୍‌ ତେ
କୁକୁଡ଼ା ଥରକେ ଗୋଟିଏ ଅଣ୍ଡା ଦିଏ ।
ସିଙ୍କକୋଏ ମେସନ୍‌ ତେ ମୁଇଙ୍ଗ୍ ଆଣା ତେର୍‌ତେ ।

ଥରଥର
ଥର୍‌ଥରାଏନା
ରୋଗୀ ଥରଥର ହୋ‌ଇ ବସିଛି ।
ବେମାରୀ ଥର୍‌ଥରାଏ କଲା ଡକସିଗ୍‌ ।

ଥରିବା
ଥର୍‌ଥରାଏ
ଥରିବା ମ୍ୟାଲେରିଆ ରୋଗର ଲକ୍ଷଣ ।
ଥର୍‌ଥରାଏନା ମେଲେରିଆ କସୁଆଃ ଲକ୍ଷଣ ହାଏ ।


logo