logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ତ୍ରିଭୂଜ
ତିର୍‌ଭୂଜ
ତ୍ରିଭୂଜରେ ତିନୋଟି କୋଣ ଥାଏ ।
ତିର୍‌ଭୂଜତେ ତିନ୍‌ଟା କନା ଆତା ।

ତିଳେ
ଇଚିଃଜ
ବାର୍ଷିକ ପରୀକ୍ଷାକୁ ମୁଁ ତିଳେ ମାତ୍ର ଭୟକରେ ନାହିଁ ।
ବାର୍‌ଷିକ୍‌ ପରଖିଆତେ ଇଙ୍ଗ୍ ଇଚିଃଜ ଉମ୍‌ ବତଙ୍ଗ୍ ତାଏଙ୍ଗ୍ ।

ତିରଙ୍ଗା
ତିରଙ୍ଗା
ତିରଙ୍ଗା ଆମ ଜାତୀୟ ପତାକା ଅଟେ ।
ତିରଙ୍ଗା ଆନିଆଃ ଜାତୀୟ ପାତ୍‌କା ଆଏ/ହାଏ ।

ତୀର
କମ୍‌
ଆଦିବାସୀମାନେ ତୀର ମାରି ଶୀକାର କରନ୍ତି ।
ଆଦିବାସୀ କି କମ୍‌ ତାର୍‌ କରି କୁମାଙ୍ଗ ବାୟ୍‌ତେକି ।

ତୁରନ୍ତ
ସାଙ୍ଗେସାଙ୍ଗେ
ଜ୍ୱର ହେଲେ ତୁରନ୍ତ ଔଷଧ ଖାଅ ।
କୁଲ୍‌ଡାଃ ହଏକିଲାଃ ସାଙ୍ଗେସାଙ୍ଗ୍ କାନ୍‌ଲା ନଗେପେ ।

ତୁଷ୍ଟ
ଲେରେଃ
ସୈନିକର ଧୈର୍ଯ୍ୟ ଦେଖି ରାଜା ତୁଷ୍ଟ ହେଲେ ।
ସ‌ଇନିଆଃ ଡିଡ୍‌ଜୟକଲା ରାଜା ଲେରୈଃ ।

ତୃତୀୟ
ତିନ୍‌ ନମ୍ବର୍‌
ରାଗିଣୀ ପରିବାରର ତୃତୀୟ କନ୍ୟା ଅଟେ ।
ରାଗିନୀ ଅଗାଃ ତିନ୍‌ନମ୍ବର୍‌ ବେଟୀ ହାଏ ।

ତୁଚ୍ଛା
ବେକାର୍‍
ସେ ତୁଚ୍ଛାରେ ମୋତେ ସନ୍ଦେହ କରୁଛି ।
ଆଡି ବେକାର୍‌ ତେ ଇଙ୍ଗତେ ସକ୍‌ ବାଏତାଏଗ୍‌ ।

ତୂରୀ
ତୂରୀ/ବିଗୁଲ
ଯୁଦ୍ଧ ପାଇଁ ତୂରୀ ବଜାଉ ଥିଲେ ।
ଯୁଧ ହଏନାଃଥମ୍‌ ତୂରୀ ବାଜାଏ ଖାନ୍‌ତେକି । / ଯୁଦ୍ଧ ହଏନାଃଥମ୍‌ ବିଗୁଲ୍‌ ତେର୍‌ ଖାନ୍‌ତେକି ।

ତେଲ
ଜୋଲ
ଜଡା ମଞ୍ଜିରୁ ତେଲ ବାହାରେ ।
ଜାଡା ବିଜମ୍‌ ତାୟ୍‌ ଜୋଲ୍‌ ମୁଃତା ।


logo