logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ତଣ୍ଟି
ଠଃଠର୍‌
ତାଙ୍କ ତଣ୍ଟିରେ ଥରେ ମାଛ କଣ୍ଟା ଲାଗିଥିଲା ।
ଆଡିଆଃ ଠଃଠର୍‌ ତେ ମେସନ୍‌ କାଣଙ୍ଗ୍ ଜୁରାଃ ଲାଃ ସିଥଃ ।

ତତ୍ତ୍ୱାବଧାନ
ଦେଖାଲେଖା
ପିତା ମାତା ପିଲାର ତତ୍ତ୍ୱାବଧାନ ନିଅନ୍ତି ।
ବୁଆ ମାଁ କୁଣୁଃକିଆଃ ଦେଖାଲେଖା ଡଟ୍‌ତେକି ।

ତନ୍ତ
ଖାଟ୍‌ଖାଟା
ତନ୍ତରେ ଲୁଗା ବୁଣାଯାଏ ।
ଖାଟ୍‌ଖାଟା ବୁଙ୍ଗ୍ ଛିଡା ଗଳଡମ୍‌ ତା ।

ତାଳ
ତାଲ
ତାଳରୁ ଗୁଡ ତିଆରି ହୁଏ ।
ତାଲ ତାଏ ଗୁଡୋ ତିଆର୍‌ ହଏତା ।

ତାଳଗଛ
ତାଲ ଦାରୁ
ତାଳଗଛ ଖୁବ୍‍ ଡେଙ୍ଗା ।
ତାଲ ଦାରୁ ଖୋବ୍‌ ଝାଲଙ୍ଗ୍ ।

ତାଲିକା
ଲିସ୍‍
ଭୋଟର ମାନଙ୍କ ତାଲିକା ପ୍ରକାଶ ପାଇଲା ।
ଭୋଟ୍‌ ତେର୍‌ତେର୍‍ ଲେବୁକିଆଃ ଲିସ୍‌ ମୁଃସିଗ୍‌/ମୁଃକି ।

ତାଲା
ତାଲା
ମା ଘରେ ତାଲା ଦେଇ କାମକୁ ଯାଆନ୍ତି ।
ମାଁ ଅଃତେ ତାଲା ତେର୍‌ କରି କାମୁ ବୁଙ୍ଗ୍ ସାନ୍‌ତା ।

ତାଟକା
କାଲୁଆଏନା
ପିଲାଟି ହାତୀ ଦେଖି ତାଟକା ହୋ‌ଇଗଲା ।
ବେଟାଯେଃ ହାଥୀ ଜୟକଲା କାଲୁଆଏ ଗଃକି ।

ତାରକା
ସିଙ୍ଗକମ୍‍
ରାତିରେ ତାରକା ଗୁଡିକ ସୁନ୍ଦର ଦିଶନ୍ତି ।
ଇଡିବ୍‌ତେ ସିଙ୍ଗକମ୍‌ କି ସୁନ୍ଦର ଜୟତାକି ।

ତିନୋଟି
ତିନ୍‌ଟା
ନଡିଆରେ ତିନୋଟି ଆଖି ଥାଏ ।
ନଡିଆତେ ତିନ୍‌ଟା ମଡ୍‌ ଆତା ।


logo