logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ତରାଟି
ଆଡେ ନଜର
ସେ ମୋତେ ଆଖି ତରାଟି ଚାହିଁଲା ।
ଆଡି ଇଙ୍ଗତେ ଆଡେନଜର୍‌ତେ ଜୟଃ ।

ତଟକା
ରଃକା
ତଟକା ଫଳ ଖାଅ ।
ରକା ଲକୁ ନଃଗେପେ ।

ତଳ
ତୁତା
ଥାଳିର ତଳ ଅଂଶ ଚିକ୍‌ଣ ଅଟେ ।
ଥାଳିଆଃ ତୁତା ଭାଗ୍‌ ଚିକନ୍‌ ଯେଃ ହାଏ ।

ତଳେ
ତୁତାତେ
ପିଲାଟି ଖେଳୁ ଖେଳୁ ତଳେ ପଡିଗଲା ।
ବେଟାଯେଃ ଏବଃନାଏବଃନା ତୁତାତେ ଗୁର୍‌ଗଡ୍‌‍କି । / ବେଟାଯେଃ ଏବଃ ଏବଃ ତୁତାତେ ଗୁର୍‌ଗଃକି ।

ତଳୁ
ତୁତାତାୟ
ମାଟିତଳୁ କୋ‌ଇଲା ବାହାରେ ।
ଧରତୀ ତୁତାତାୟ୍‌ କୁଇଲା ମୁଃତା । / ଲଃଖା ତୁତାତାୟ୍‌ କୁଇଲା ମୁଃତା ।

ତଡ଼ା
ତଡ୍‌ନା
ପିଲାଟି ତଡାଖାଇ ପଡିଗଲା ।
କୁଣୁଃଯେ ତଡ୍‌ଡମ୍‌ କରି ଗୁର୍‌ଗଃକି ।

ତମତମ
ତମ୍‌ତମାୟ୍‌
ସେ ରାଗରେ ତମତମ ହୋ‌ଇ ଚାଲିଗଲା ।
ଆଡି ଖିସ୍‌ବୁଙ୍ଗ୍ ତମ୍‌ତମାୟ୍‌ କରି ଜାରଃ ।

ତରତର
ତର୍‌ତରାଏ
ବାପା ତରତର ହୋ‌ଇ ଅଫିସ୍‍ ଗଲେ ।
ବୁଆ ତର୍‌ତରାଏ/ହାଦାପାଦା କରି ଅଫିସ୍‌ ସାନ୍‌କି ।

ତରଳ
ଡାଃଗୁଡ୍‌
ତରଳ ପଦାର୍ଥକୁ ଲିଟରରେ ମପାଯାଏ ।
ଡାଃ ଗୁଡ୍‌ ଜିନିଷ୍‌ ତେ ଲିଟର୍‌ ତେ ଏଡ୍‌ ତେ କି ।

ତରୁ
ଦାରୁ
ଜଙ୍ଗଲରେ ବିଭିନ୍ନ ତରୁଲତା ଦେଖାଯାଏ ।
ଆଡାୟ୍‌ତେ ରକମ୍‌ ରକମ୍‌ ଆଃ ଦାରୁଲାତା ଜୟତା ।


logo