logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଡୁବି ତାବଲା
ଡୁବି ତାବଲ
ରମା ଡୁବିତାବଲା ବଜାଇ ଜାଣେ ।
ରମା ଡୁବିତାବଲ୍‌ ବାଜାଏନା ସଏଗ୍‌ତେ ।

ଡେରି
ଡେରି
ଘରେ ପହଞ୍ଚିବା ମୋର ଡେରି ହେଲା ।
ଅଃତେ ଡାମ‌ନାଃଥମ୍‌ ଇଙ୍ଗା ଡେରି ହଏଗଃକି ।

ଡେଙ୍ଗା
ଝାଲଙ୍ଗ୍
ଆମ ଗାଁରେ ଡେଙ୍ଗା ଖଜୁରି ଗଛଗୁଡ଼ିକ ରହିଛି ।
ଏଲାଃ କେଲ୍‌କେତେ ଝାଲାଙ୍ଗ୍ ଖେଜୁର୍‌ ଦାରୁ କି ଆଃଇ ।

ଡେଙ୍ଗୁରା
ଡିବ୍‌ଡିବି
ଡେଙ୍ଗୁରା ବାଡାଇ ସରକାରୀ ସୂଚନା ଦିଆଯାଏ ।
ଡିବ୍‌ଡିବି ଗିଲ୍‌ କଲା ସରକାରୀ ଖଭେର୍‌ ତେର୍‌ତେକି ।

ଡେଣା
ଡେନା
ପକ୍ଷୀର ଦୁଇଟି ଡେଣା ଥାଏ ।
କନ୍ତେଡ୍‌ ଆଃ ଦୁଇଟା ଡେନା ଆତା ।

ଡୋରି
କେକେଃ
କାଠ ବନ୍ଧାଯାଇଥିବା ଡୋରି ଛିଣ୍ଡିଗଲା ।
ସଙ୍ଗଲ୍‌ ତଲ୍‌ସିଥଃ କି କେକେଃ ତେଗ୍‌ଗଃକି । / ସଙ୍ଗଲ ତଲ୍‌ତଲ୍‌ କେକେଃ ତେଗ୍‌ଗଃକି ।

ଢିପ
ଢ଼ିପା
ଆମ ଘର ଏକ ଢିପ ଉପରେ ରହିଛି ।
ଏଲାଃ ଅଃ ମୁଇଙ୍ଗ୍ ଢ଼ିପାତହଲୁଙ୍ଗତେ ଆଃଇ ।

ଢୋଲ
ଢ଼ୋଲ
ଆଦିବାସୀ ମାନେ ଢୋଲ ବଜାଇ ନାଚନ୍ତି ।
ଆଦିବାସୀ କି ଢ଼ୋଲ ବାଜାଏ କରି କୁଇଗ୍‌ ତାକି ।

ଢଙ୍ଗ
ଢ଼ଙ୍ଗ୍/ହିସାବ୍‍
ପ୍ରତ୍ୟେକ ନିଜ ନିଜ ଢଙ୍ଗରେ ଚଳନ୍ତି ।
ଝାକିଗା ଆପନ୍‌ ଆପନ୍‌ ଢ଼ଙ୍ଗତେ/ହିସାବ୍‌ ତେ ଚଲେତାକି ।

ଢୋଲକି
ଢୁଲକି
ଢୋଲକି ବଜାଇ ଗୀତ ଗାଅ ।
ଢୁଲ୍‌କି ବାଜାୟ କରି ଆଲଙ୍ଗ୍ ଆଲଙ୍ଗ୍ ନାପେ ।


logo