logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଡଙ୍ଗା
ଡଙ୍ଗା
ଡଙ୍ଗାରେ ନଈ ପାର କରାଯାଏ ।
ଡଙ୍ଗାବୁଙ୍ଗ୍ ଖିରମ୍‌ ପାବ୍‌ର ତେକି ।

ଡାଇସ୍‍
ଡାଇସ୍‍
ଲୁଡୁ ଖେଳ ପାଇଁ ଡାଇସ୍‍ ଆବଶ୍ୟକ ।
ଲୁଡୋ ଏବଃନାଥଃମ୍‌ ଡାଇସ୍‍ ଦରକାର୍‌ ।

ଡାକିବା
ରେମାଃନା
ମୁଁ ଭାଇକୁ ଡାକିବା ପାଇଁ ଗଲି ।
ଇଙ୍ଗ୍ ଭାଇତେ ରେମାଃନାଃ ଥମ୍‌ ସାନ୍‌କିଙ୍ଗ୍ ।

ଡାକ୍ତରଖାନା
ଦାଗ୍‌ଦାର ଖାନା
ଡାକ୍ତରଖାନାରେ ରୋଗୀ ଚିକିତ୍ସା କରାଯାଏ ।
ଦାଗ୍‌ଦାର ଖାନାତେ ରୁଗୀକିତେ ଯତ୍‌ନାଏ ତେକି ।

ଡାକ୍ତର
ଦାଗ୍‌ଦାର୍‌
ଡାକ୍ତର ସମସ୍ତଙ୍କୁ ସ୍ଵାସ୍ଥ୍ୟସେବା ଦିଅନ୍ତି ।
ଦାଗ୍‌ଦାର୍‌ ଝାକିତେ ଚିକିସା ବାଏତେ କିଆର୍‌ ।

ଡାହାଣ
ଭୁଜେନ୍‌
ଆମେ ଡାହାଣ ହାତରେ ଲେଖୁ ।
ଆନିଙ୍ଗ୍ ଭୁଜେନ୍‌ ତିଃତେ ଲେଖାତେନିଙ୍ଗ୍ ।

ଡାକବାଲା
ଡାକୁଆ
ଡାକବାଲା ଆମକୁ ଚିଠି ଦେଇ ଯାଆନ୍ତି ।
ଡାକୁଆ ଆନିଂତେ ଚିଠି ତେର୍‌କରି ସାନ୍‌ତା ।

ଡାଳ
ଡାଳ୍‌
ଘୂର୍ଣ୍ଣି ବାତ୍ୟାରେ ଗଛର ଡାଳ ଭାଙ୍ଗିଯାଏ ।
କଏଡାଃତେ ଦାରୁଆଃ ଡାଲ୍‌ ପିଗ୍‌ଗଃତା ।

ଡିଆଁ
ଡେଗେନା
ମୀରା ଲମ୍ବ ଡିଆଁରେ ପ୍ରଥମ ହେଲା ।
ମୀରା ଲମ୍ବା ଡେଗେନାତେ ପହେଲା ହଏକି ।

ଡିଆଁ ଡେଇଁ
ଡେଗାନଚା
ମାଙ୍କଡମାନେ ଗଛରେ ଡିଆଁ ଡେଇଁ କରନ୍ତି ।
ବାନ୍ଦରାକି ଦାରୁତେ ଡେଗାନଚା ବାୟ୍‌ତେ କି ।


logo