logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଠିକ୍‍ ଠିକ୍‍
ସତ୍‌ ସତ୍‌
ରୋଗ ବିଷୟରେ ଡାକ୍ତରଙ୍କୁ ଠିକ୍‍ ଠିକ୍‍ କହ ।
କସୁଆଃ ବିଷେତେ ଡାଗ୍‌ଦାର୍‌ତେ ସତ୍‌ ସତ୍‌ ଗାମେପେ ।

ଠୁଳ
କିତିବ୍‌ନା
ବିଦେଶୀ ପକ୍ଷୀ ଶୀତଦିନେ ଚିଲିକାରେ ଠୁଳ ହୁଅନ୍ତି ।
ଦୁରୁମ୍‌ ଦେଶ୍‌ଆଃ ଚୁରେକି/କନ୍ତେଡ୍‌କି ରାଙ୍ଗାଦିନ ଚିଲିକାତେ କାତିବ୍‌ତାକି ।

ଠେକୁଆ
ପଡଙ୍ଗା/ଖେରହା
ଠେକୁଆ ଆଖି ମେଲି ଶୋଇଥାଏ ।
ପଡଙ୍ଗା/ଖେରହା ମଡ୍ ଏଁଟରାୟ କରି ଗିତାଃସିଃତା ।

ଠେଲାପେଲା
ଠେଲାପେଲା
କିରୋସିନ୍ ପାଇଁ ଲୋକେ ଠେଲାପେଲା ହୁଅନ୍ତି ।
ଖିରାସେନ୍‌ ଜୋଲ୍‌ ଆଃଥମ୍‌ ଲେବୁକି ଠେଲାପେଲା ହଏତାକି ।

ଠୋ ଠୋ
ଖିଲଖିଲାଏ
ମୋତେ ଦେଖି ରବି ଠୋ ଠୋ ହସିଲା ।
ଇଙ୍ଗତେ ଜୟକଲା ରିବି ଖିଲଖିଲାଏ/ଠୋଠୋ କରି ଲାଡାୟଃ ।

ଡ‌ଉଲ ଡାଉଲ
ସୁନ୍ଦର/ଚକ୍‌ମକ୍‌
ପିଲାଟି ଡ‌ଉଲ ଡାଉଲ ଦେଖାଯାଉଛି ।
ବେଟାଯେଃ ସୁନ୍ଦର ଜୟ ତାଏଗ୍‍ । / ବେଟାଯେଃ ଚକ୍‌ମକାଏ ଗ‌ଅତାଏଗ୍‌ ।

ଡର
ବତଙ୍ଗ୍
ବାଘ ଦେଖିଲେ ମତେ ଡର ଲାଗେ ।
କିଡଃ ଜୟଃଲାଃ ଇଙ୍ଗତେ ବତଙ୍ଗ୍ ଲାଃତା ।

ଡରିବା
ବତଙ୍ଗନା
ଦୁଷ୍ଟମାନଙ୍କୁ ଡରିବା ଅନୁଚିତ ।
ବଦମାସ୍‍ କିତେ ବତଙ୍ଗନା ମଃଡେଗ୍‌ । / ବଦମାସ୍‍ କିତେ ଆବୁ ବତଙ୍ଗନାପେ ।

ଡବା
ଡବା
କ୍ଷୀର ଡବାରେ ରଖି ରପ୍ତାନି କରାଯାଏ ।
ତମ୍‌ଲେଙ୍ଗ ଡବାତେ ଉନ୍‌କଲା ଡାଙ୍ଗତେକି/ଅଲତେକି ।

ଡଜନ
ଦର୍ଜନ
କଦଳୀ ଡଜନ କୋଡ଼ିଏ ଟଙ୍କା ।
କଦେଲ୍‍‌ ଦର୍ଜନତେ କୁଡେ ରୁପିଆ ।


logo