logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଟିକିଲି
ଟିକ୍‌ଲି
ମହିଳାମାନେ ମୁଣ୍ଡରେ ଟିକିଲି ଲଗାନ୍ତି ।
କନ୍‌ସେଲ୍‌ଡୁଃକି ସମଙ୍ଗତେ ଟିକ୍‌ଲି ଲଗାଏତେକି ।

ଟ୍ରିଗାର
ଟ୍ରିଗାର
ଟ୍ରିଗାର ଟାଣିଲେ ବନ୍ଧୁକ ଫୁଟେ ।
ଟ୍ରିଗାର୍‍ ଡିଙ୍ଗଲାଃ ବନ୍ଧୁକ୍‌ ଫୁଃଟେତା ।

ଟୋକନ
ଟୁକୁନ୍‍
ଟୋକନ ଦେଇ ଷ୍ଟାଣ୍ଡରେ ସାଇକେଲ ରଖାଯାଏ ।
ଟୁକୁନ୍‌ ତେର୍‌କଲା ଇସ୍‌ଟେନ୍‌ତେ ବାଇସ୍‌କଲ୍‌ ଉନ୍‌ତେକି ।

ଟୋକେଇ
ଡାଲା
କୃଷକ ଟୋକେଇରେ ପରିବା ବୋହି ହାଟକୁ ନିଏ ।
ତାସୀ ଡାଲାତେ ସବଜି ଗଃକରି ହାଟ୍‍ ବୁଙ୍ଗ୍ ଡଟ୍‌ତେ ।

ଟୋପି
ଟୁପି
ଖରାଦିନେ ଟୋପି ପିନ୍ଧି ପଦାକୁ ବାହାରନ୍ତୁ ।
ଗିଡିଂ ଦିନ ଟୁପି ସୁଇକଲା ବାହ୍‌ରିତିକ୍‍ ମୁଃନାପେ ।

ଠାକୁର
ଭଗମାନ୍‍
ମନ୍ଦିରରେ ଠାକୁର ପୂଜା ପାଆନ୍ତି ।
ମନ୍ଦିରତେ ଭଗମାନ୍‌ ପୂଜା କୁଇତେ ।

ଠାକୁରାଣୀ
ଦେବୀ
ଅନେକ ମନ୍ଦିରରେ ଠାକୁରାଣୀ ପୂଜା ପାଆନ୍ତି ।
କିଃତେ ମନ୍ଦିର୍‌ତେ ଦେବୀତେ ପୂଜା ବାୟ୍‌ତେକି/ପୂଜା କୁଇତେ କି ।

ଠାବ
ପାତା
ପୋଲିସ୍‍ ଚୋରକୁ ଠାବ କରି ପାରିଲେ ।
ପୁଲୁସ୍‌ ଚୋର ଲେବୁତେ/ମୁରୁମ୍‍ ଲେବୁତେ ପାତା ବାୟ୍‌ନା ପାଲ୍‌ଗଥଃ ।

ଠିକ
ଠିକ୍‍
ରବି ଯାହା କରିଛନ୍ତି ତାହା ଠିକ ଅଛି ।
ରବି ଆଜେଃବାଏସିକ୍‌ ହଜେଃ ଠିକ୍‍ ହାଏ ।

ଠିକଣା
ପାତା
ବାପାଙ୍କ ଠିକଣା ଆମ ପାଖରେ ରହିଛି ।
ବୁଆ'ଗା ପାତା ଏଲାଃତେ ଆଃଇ ।


logo