logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଝିମଝିମ
ଝିମଝିମ
ମୁଣ୍ଡରେ ଆଘାତ ଲଗିଲେ ଝିମଝିମ ହୁଏ ।
ବକବ୍‌ତେ ଠଃଖଃଲା ଝିମ୍‌ ଝିମ୍‌ ହଏତା ।

ଝୁଲି ଝୁଲି
ଝୁଲେ ଝୁଲେ
ପ୍ରଜାପତି ଫୁଲ ଗୁଡ଼ିକରେ ଝୁଲିଝୁଲି ରସ ପାନ କରେ ।
ପାମ୍‌ପାଲାଡ୍‌ ଫୁଲକି ତାଏ ଝୁଲେ ଝୁଲେ ରସ୍‌ ଉଡ୍‌ତେ ।

ଝୁଲାଇ
ଟାଙ୍ଗାଏ/ଅଖଡ୍‍
ପ୍ରିୟ ଲୋକଙ୍କ ଫଟୋ ଘରେ ଝୁଲାଇ ରଖାଯାଏ ।
ଅସଲ ଲେବୁକିଆଃ ଫଟୋ ଅଃତେ ଟାଙ୍ଗାଏ କରି ଉନ୍‌ନା ହଏତା

ଝୁଡି
ଗେଁଡୁଆ
ଶ୍ରମିକମାନେ ଝୁଡିରେ ମାଟି ବୋହି ନିଅନ୍ତି ।
କାମିହାଁକି ଗେଁଡୁଆଁତେ ଲଃଖା ଗଃ ଡଡ୍‌ତେକି ।

ଟଙ୍କା
ରୁପିଆ
ଟଙ୍କା ପ‌ଇସା ଦେଇ ଆମେ ଜିନିଷ କିଣୁ ।
ରୁପିଆ ପଏସା ତେର୍‌କରି ଆନିଙ୍ଗ୍ ଜିନିଷ୍‌ ସଙ୍ଗତେନିଂ ।

ଟଙ୍କିଆ
ମୁଇଙ୍ଗ୍ ରୁପିଆ
ଆଜିକାଲି ଏକ ଟଙ୍କିଆ ନୋଟ୍‍ ଦେଖା ଯାଉନାହିଁ ।
ଉପାଡି ମୁଇଙ୍ଗ୍ ରୁପିଆ ଲୋଟ୍‌ ଉମ୍‍ ଜୟ୍‌ତାଏଗ୍‍/ଜୟ୍‌ନା ଉମ୍‍ କୁଇତାଏଗ୍‍ ।

ଟାଙ୍ଗି
ଟାଙ୍ଗାଏ
ଅଲଗୁଣାରେ ସାର୍ଟ ଟାଙ୍ଗି ଦେଇଛି ।
ଆଲ୍‌ନାତେ କୁର୍‌ତା ଟାଙ୍ଗାଏ ଗ‌ଅସିଗ୍‍ ।

ଟାଙ୍ଗରା
ଠୋର୍‌ଲୋ
ଆମ ଅଜାଙ୍କ ମୁଣ୍ଡ ଟାଙ୍ଗରା ହୋ‌ଇଛି ।
ଏଲାଃ ଆଜାଃ ବକବ୍‍ ଠୋର୍‌ଲୋ ହଏଗଃସିଗ୍‍ ।

ଟିକସ
ଟିକସ୍‍
ଲୋକମାନେ ସରକାରଙ୍କୁ ଟିକସ ଦିଅନ୍ତି ।
ଲେବୁକି ସାର୍‌କାର୍‌ତେ ଟିକସ୍‍ ତେର୍‌ତେକି ।

ଟିକି
କୁଣୁଃ
ଟିକି ପିଲାଟି ଗୁରୁଣ୍ଡୁଛି ।
କୁଣୁଃ ବେଟାଯେଃ ଘେଁସ୍‌ରେ ତାଏଗ୍‍ ।


logo