logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଝରଣା
ଝର୍‌ନା
ଝରଣାଟିଏ କୁଳୁକୁଳୁ ହୋ‌ଇ ବହି ଯାଉଛି ।
ଝର୍‌ନା ମୁଇଙ୍ଗ୍ ଖୁଲୁର୍‌ ଖୁଲୁର୍‌ ହଏକଲା ଲେଙ୍ଗେଗଃତାଏଗ୍‍ ।

ଝର ଝର
ଝର୍‌ ଝର୍‌
ପର୍ବତରେ ବର୍ଷା ଝରଝର ହେଉଛି ।
ବିରୁତେ ବର୍ଷା ଝର୍‌ ଝର୍‌ ହଏତାଏଗ୍‌ ।

ଝରକା
ଜୁଲ୍‌କା
ରାତିରେ ଝରକା ବନ୍ଦ କରି ରଖ ।
ଇଡିବ୍‌ତେ ଜୁଲ୍‌କା ବନ୍ଦବାୟ୍‌କରି ଉନେପେ ।

ଝଲକ୍‌
ପାତାର୍‍
ଇନ୍ଦ୍ରଧନୁର ଝଲକ୍‌ ଅତ୍ୟନ୍ତ ମନଲୋଭା ।
ରାମଧନୁ ଆଃ ପାତାର୍‍ ଖୋବ୍‍ ଲୁଭ୍‍ ଲୁଭାନ୍‍ ଜୟ୍‌ତା ।

ଝଲମଲ
ଝଲ୍‍ ମଲ୍‌
ପାଣିରେ ସୂର୍ଯ୍ୟକିରଣ ଝଲମଲ ହୋ‌ଇ ଦିଶୁଛି ।
ଡାଃତେ ବେଡଆଃ ତାରାସ୍‍ ଝଲ୍‍ ମଲ୍‍ ଝଲ୍‍ ମଲ୍‍ ଜୟ୍‌ତାଏଗ୍‍ ।

ଝାଉଁଳିବା
ଝାଉଁଲାଏନା
ପାଣିର ଅଭାବ ହେତୁ ଫୁଲ ଗଛଟି ଝାଉଁଳିଗଲା ।
ଡାଃଗା ଅଭାବ୍‍ ହଏକଲା ଫୁଲ ଦାରୁଯେଃ ଝାଉଁଲାଏ ଗଃକି ।

ଝାଳ
ଗହଦେଡାଃ
ଦେହ ଭିତରର ମ‌ଇଳା ଝାଳ ଆକାରରେ ବାହାରେ ।
ନିରି ଭିଃତାର୍‍ ଆଃ ମଏଲା ଗହ୍‌ଦେଡାଃ ହଏକଲା ମୁଃଗଃତା ।

ଝାଡୁ
ଜନଃ
ଝାଡୁରେ ଅଳିଆ ସଫା କରାଯାଏ ।
ଜନଃବୁଙ୍ଗ୍ କାଚରାକୁଟା ସଫା ବାଏତେକି ।

ଝାମ୍ପି
ଝାପ୍‌ଟାଏ
ଛଞ୍ଚାଣ ଅନ୍ୟ ପକ୍ଷୀଙ୍କୁ ଝାମ୍ପିନିଏ ।
ଛା'ଛା'ନ ଅଲ୍‌ଗା ଚୁରେକିତେ/କନ୍‌ନ୍ତେଡ୍‌ କିତେ ଝାପ୍‌ଟାଏ ଡଡ୍‌ଡୁଃତେ ।

ଝିଟିପିଟି
ଘରରାଖା
ଝିଟିପିଟି କାନ୍ଥରେ ଥାଇ ପୋକ ଖାଏ ।
ଘର୍‌ରାଖା କାଁଥିତେ ରହେକରି ତିଜୋନଃତେ ।


logo