logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଜେବରା କ୍ରସିଂ
ଜେବ୍‌ରା କ୍ରସିଂ
ଜେବରା କ୍ରସିଂରେ ଲୋକେ ଚାଲି ଚାଲି ପାର ହୁଅନ୍ତି ।
ଜେବ୍‌ରା କ୍ରସିଂତେ ଲେବୁକି ସାଉଁଟ୍‌ ସାଉଁଟ୍‌ ପାର୍‌ ହଏତା କି ।

ଜୋରରେ
ଖୋବ୍‌ ଆଁଟେ
ହେଲମେଟ୍‍ ପିନ୍ଧି ନ ଥିଲେ ମୁଣ୍ଡରେ ଜୋରରେ ଆଘାତ ହୁଏ ।
ହେଲ୍‌ମେଟ୍‌ ଉମ୍‌ ସୁୟଃଲାଃ ବକବ୍‌ ତେ ଖୋବ୍‌ ଆଁଟେ ଆଘାତ୍‍ ହଏତା ।

ଜୋରସୋର
ଜୋରସୋର
ରାସ୍ତାକାମ ଜୋରସୋରରେ ଚାଲିଛି ।
ସଡକ୍‌ କାମୁ ଜୋରସୋର୍‌ ଚଲେସିଗ୍‌ ।

ଜ୍ୟେଷ୍ଠ
ମାହାଁ/ଜେଠ୍‍
ଜ୍ୟେଷ୍ଠ ଭ୍ରାତାଙ୍କୁ ଆମେ ପିତୃତୁଲ୍ୟ ସମ୍ମାନ ଦେଉ ।
ମାହାଁ ଭାଇତେ ଆନିଙ୍ଗ୍ ବୁଆଃ ସମାନ୍‌ ମାନେତେନିଙ୍ଗ୍ ।

ଜ୍ୟୋତ୍ସ୍ନା
କିରନ୍‌/ତାରାସ୍‌
ଚାନ୍ଦର ଜ୍ୟୋତ୍ସ୍ନା ଅନ୍ଧକାର ଦୂର କରେ ।
ଲେରାଙ୍ଗ୍ ଆଃ କିରନ୍‌/ତାରାସ୍‌ ଆନ୍ଧାରତେ ଡିସାଃ ବାୟ୍‌ତେ ।

ଜ୍ୟୋତିର୍ବିଦ
ଜୁତିସିଆ
ପଠାଣୀ ସାମନ୍ତ ଜଣେ ବିଖ୍ୟାତ ଜ୍ୟୋତିର୍ବିଦ ଥିଲେ ।
ପଠାଣୀ ସାମନ୍ତ ମୁଇଙ୍ଗ୍ ବିଖ୍ୟାତ୍‌ ଜୁତିସିଆ ଆକି ।

ଝଡ଼
କୟଡାଃ
ଗତ ଝଡ଼ ବର୍ଷାରେ ବର ଗଛଟି ଉପୁଡ଼ି ଗଲା ।
ସାନ୍‌କି କୟ୍‌ଡାଃତେ ତାପ୍‌କାର୍‌ ଦାରୁଯେଃ ଉଫ୍‌ଡେ ଗଃକି ।

ଝଡୁଛି
ଗୁର୍‌ତାଏଗ୍
ଟିକିଏ ପବନ ହେଲେ ପାଚିଲା ଆମ୍ବ ଝଡୁଛି ।
ଇଚିଃ କୟ ହଏକିଲାଃ ବେଲମ୍‌ କାୟାର୍‌ ଗୁର୍‌ଗଃତାଏଗ୍‌/ଗୁର୍‌ତାଏଗ୍‌ ।

ଝଡିବର୍ଷା
ଝକେର୍‌
ଝଡିବର୍ଷା ଅନେକ ଦିନ ଯାଏ ଲାଗିରହେ ।
ଝକେର୍‌ ଡାଃ ଖୋବ୍‍ ଦିନ ଜାକର୍‌ ରହେତା ।

ଝଗଡ଼ା
କଲେଗ୍‌ କେନ୍ଦାର୍‌
ବେଳେବେଳେ ପିଲାଏ ପରସ୍ପର ଝଗଡ଼ା ଲାଗନ୍ତି ।
ମେସନ୍‌ ମେସନ୍‌ କୁଣୁଃକି ଆଡ୍‌କିଆଃ ଆଡ୍‌କିଆଃ ଭିଃତାର୍‌ତେ କଲେଗ୍‌ କେନ୍ଦାର୍‍ ଲାଃତାକି ।


logo