logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଜିରାଫ୍‍
ଜିରାଫ୍‍
ଜିରାଫ୍‍ ଏକ ତୃଣଭୋଜି ପ୍ରାଣୀ ।
ଜିରାଫ୍‌ ମୁଇଙ୍ଗ୍ ଘାଁସ ନଃନା ଜଁତୁ ହାଏ ।

ଜିଲ୍ଲା ଜର୍ଜ
କଲେକଟର୍‌/ମାଜିଷ୍ଟ୍ରେଟ୍‍
ପ୍ରତି ଜିଲ୍ଲାରେ ଜଣେ ଜିଲ୍ଲା ଜର୍ଜ ଥାଆନ୍ତି ।
ଝାକି ଜିଲ୍ଲାତେ ମୁଇଙ୍ଗ୍ କଲେକଟର୍‌/ମାଜିଷ୍ଟ୍ରେଟ୍‌ ଆତା କି ।

ଜୀବ
ଜୀବନ୍‌
ଜୀବ ହତ୍ୟା ମହାପାପ ।
ଜୀବନ୍‌ ତାର୍‌ନା ମାହା ପାପ୍‌ ହାଏ ।

ଜୀବନ୍ତ
ବରଲ୍‌ ବରଲ୍‌
ବଣ ପୋଡ଼ି ବେଳେ ଅନେକ ପ୍ରାଣୀ ଜୀବନ୍ତ ଦଗ୍‌ଧ ହୁଅନ୍ତି ।
ଆଡାୟ ଗେବ୍‌ନା ଭେରେ କିଃତେ ଜୀବ ଜଁତୁ ବରଲ୍‌ ବରଲ୍‌ ଗେବ୍‌ ଗଃତାକି ।

ଜୀବନ
ଜୀବନ୍‌
ଚିକିତ୍ସା ଅଭାବରେ ଅନେକ ଜୀବନ ଚାଲିଯାଏ ।
ସେବା ଯତନ୍‌ଆଃ ଅଭାବ୍‌ତେ କିଃତେ ଲେବୁଆଃ ଜୀବନ୍‌ ଯାର୍‌ ଗଃତେ ।

ଜୀବନଯାପନ
ଚଲେନା
ବାପା ମାଁ ଛେଉଣ୍ଡ ପିଲାମାନେ ଦୁଃଖରେ ଜୀବନ ଯାପନ କରନ୍ତି ।
ଟୁରାଟୁରୀ କୁଣୁଃକି ବଡା କଷ୍ଟେ ଚଲେ ତାକି ।

ଜୀବିକା
ଧାନ୍ଦା
ଲୁଗାବୁଣା ତନ୍ତିର ଜୀବିକା ଅଟେ ।
ଛିଡାଗଲ୍‌ନା ଚିଃକୋକିଆଃ ଧାନ୍ଧା ହାଏ ।

ଜୁହାର
ଜୁହାର
ଗୁରୁଜନମାନଙ୍କୁ ଆମେ ଜୁହାର କରୁ ।
ମାହାଲେବୁକିତେ ଆନିଙ୍ଗ୍ ଜୁହାର୍‌ ବାୟ୍‌ତେନିଙ୍ଗ୍ ।

ଜୁଡୁବୁଡୁ
ଇୟାମ୍‌ ବଟ୍‌ବଟ୍‌
ମୁଣ୍ଡ ଫାଟି ଯିବାରୁ ସେ ରକ୍ତରେ ଜୁଡୁବୁଡୁ ହୋ‌ଇ ପଡ଼ିଛି ।
ବକବ୍‌ ପାଃ ଗଃନା ବୁଙ୍ଗ୍ ଆଡି ଇୟାମ୍‍ ବଟ୍‌ବଟ୍‌ ହଏ କଲା ଗୁର୍‌ସିଗ୍‌ ।

ଜେଜେ
ଆଜା
ଆମ ଜେଜେ ଚଷମା ପିନ୍ଧି ବହି ପଢ଼ନ୍ତି ।
ଏଲାଃ ଆଜା ଟପର୍‌ ସୁଇକରି ବହି ପଢେତା ।


logo