logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଜକେଇ
ରମଡ୍‌ ଡାଃ ଭରେନା
ମୋ ସାଙ୍ଗର ଦୁଃଖ ଦେଖି ମୋ ଆଖି ଜକେଇ ଗଲା ।
ଇଙ୍ଗାଃ ସରିଗିଙ୍ଗାଃ କସୁ ଜୟ୍‌କଲା ଇଙ୍ଗାଃ ମଡ୍‌ ତେ ରମଡ୍‌ ଡାଃ ଭରେ ଗଃକି ।

ଜାତି
ଜାଏତ୍‌
ଜାତିପ୍ରଥା ଏକ ସାମାଜିକ କଳଙ୍କ ଅଟେ ।
ଜାଏତ୍‌ ବାରେ ନା ମୁଇଙ୍ଗ୍ ସାମାଜିକ୍‌ ଛିଦର୍‌ ହାଏ ।

ଜାଗରଣ
ଚେତେନା
ଦେଶରେ ଦୁର୍ନୀତି ବିରୁଦ୍ଧରେ ଜାଗରଣ ସୃଷ୍ଟି ହୋ‌ଇଛି ।
ଦେଶ୍‌ ତେ ଦୁର୍ନିତିଆଃ ବିରୋଧ୍‌ତେ ଲଢେନାଥଃମ୍‌ ଲେବୁକି ଚେତେସିଗ୍‌ କି ।

ଜାତୀୟ
ଜାତିଆଃ
ଖଣି ଗୁଡ଼ିକରୁ ଜାତୀୟ ସମ୍ପତ୍ତି ଲୁଟ କରିବା ଅନ୍ୟାୟ ।
ଖଣି କିତାୟ୍‌ ଦେଶ୍‌ ଜତିଆଃ ଧନ୍‌ ସମ୍‌ପତି ଲୁସି ନା ଅନିଆଁୟ୍‌ ହାଏ ।

ଜାମା
ପେଁଟ୍‌
ସ୍କୁଲ ସମୟରେ ମାଁ ମତେ ଜାମା ପିନ୍ଧାନ୍ତି ।
ଇସ୍‌କୁଲ୍‌ ସାନ୍‌ନା ବେଡାତେ ମାଗିଙ୍ଗ୍ ଇଙ୍ଗ୍ ତେ ପେଁଟ୍‌ ଅବ୍‌ସୁଗଃତେ ।

ଜାମୁ
କୁଡା
ଜାମୁ କୋଳି ଖାଇବାକୁ ମିଠା ଲାଗେ ।
ବେଲମ୍‌ କୁଡା ନଃନାଃଥମ୍‌ ସେବୁଲ୍‌ ଲାଃତା/ଜଙ୍ଗେମ୍‌ ଲାଃତା ।

ଜାଲ
ଜାଲ୍‍
କେଉଟମାନେ ଜାଲରେ ମାଛ ମାରନ୍ତି ।
କେଉଁଟ୍‌ କି ଜାଲ୍‌ତେ କାଡଙ୍ଗ୍ ତାର୍‌ ତେ କି ।

ଜାଣିଲୁ
ଜାଣାୟଃଲେ
ରେଡ଼ିଓରୁ ଆମେ ପାଣି ପାଗ ଖବର ଜାଣିଲୁ ।
ରେଡିଓ ତାୟ୍‌ ଏଲେ ଡାଃ ବିଷେତେ ଜାଣାୟଃଲେ/କଙ୍ଗଃ ଲେ ।

ଜିତିବା
ଜିତେନା
ବିନା ଅଭ୍ୟାସରେ ଖେଳରେ ଜିତିବା କଷ୍ଟ ।
ଏନେମ୍‌ ଅଭ୍ୟାସ୍‌ ବାୟ୍‌ କରି ଖେଲ୍‌ କୁଦ୍‌ତେ ଜିତେନା କଷଟ୍‌ ହାଏ ।

ଜିନିଷ
ଜିନିଷ୍‌
ଘରେ ନିଆଁ ଲାଗିଲେ ଅନେକ ଜିନିଷ ପୋଡ଼ିଯାଏ ।
ଅଃ ଗେବ୍‌ ଗଃକିଲାଃ କିଃତେ ଜିନିଷ୍‌ ଗେବ୍‌ ଗଃତା ।


logo