logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଜମିବାଡ଼ି
ଜମିନ୍‌ ବାଏର
ଜମିବାଡ଼ି ନଥିବା ଲୋକ ବହୁତ ଅଛନ୍ତି ।
ଜମିନ୍‌ ବାଏର ଉମ୍‌ ଆନାଲେବୁ ଖୋବ୍‌ ଆଏଗ୍‌କି ।

ଜଡ଼ିତ
ଜଡେକଲା
ଅଧ୍ୟୟନ ସହିତ ଜଣେ ଦେଶ ସେବାରେ ଜଡ଼ିତ ଥାଏ ।
ପଢେନା ସରିସରି ମୁଇଙ୍ଗ୍ ଲେବୁ ଦେଶ୍‌ ସେବା ବାୟନାଃଥମ୍‌ ଜଡେଡମ୍‌ ସିଃତା ।

ଜହ୍ନି
ଜହ୍ନି
ଜହ୍ନି ଫୁଲ ରଙ୍ଗ ହଳଦିଆ ।
ଜହ୍ନି ଫୁଲଆଃ ରଙ୍ଗ୍ ସାଙ୍ଗ୍ ସାଙ୍ଗ୍ ଗୁଡ୍‌ ।

ଜୟ
ଜିତେନା
କାରଗିଲ ଯୁଦ୍ଧରେ ଭାରତ ଜୟଲାଭ କଲା ।
କାରଗିଲ୍‌ ଯୁଦ୍ଧତେ ଭାରତ୍‌ ଜିତେଗଃକି ।

ଜୟନ୍ତୀ
ଜନମ ଦିନ୍‍
ନେତାଜୀଙ୍କ ଜୟନ୍ତୀ ବିଦ୍ୟାଳୟରେ ପାଳନ କରାଯାଏ ।
ନେତାଜୀ କିଆର୍‌ ଆଃ ଜନମ୍‌ ଦିନ୍‌ ଇସ୍‌କୁଲ୍‌ କିତେ ମାନାଏତେକି ।

ଜଣକା
ମୁଡୁତେ
ଜଣକା ହଳେ ଲେଖାଏଁ ପୋଷାକ ଦିଆଗଲା ।
ମୁଡୁତେ ମୁଇଙ୍ଗ୍ ସାର୍‌ ଲେଖା ପେଁଟ୍‌ କୁର୍‌ତା ତେରଃ କି ।

ଜଣ
ମୁଇଙ୍ଗ୍
ଏକ ଜଣ ବ୍ୟକ୍ତି ବଞ୍ଚିବା କଷ୍ଟ ଅଟେ ।
ମୁଇଙ୍ଗ୍ ଲେବୁ ବାଞ୍ଚେନା କଷଟ୍‌ ହାଏ ।

ଜମା
ଜାମା
ଗାଁରେ ଜଣେ ମୃତ ହେଲେ ଲୋକେ ଜମା ହୁଅନ୍ତି ।
କେଲ୍‌କେ ତେ ମୁଇଙ୍ଗ୍ ଲେବୁ ନକ୍‌ସାନ୍‌ ଗଃକିଲାଃ ଲେବୁକି ଜାମା ହଏତାକି ।

ଜ୍ୱର
କୁଲ୍‌ଡାଃ
ମ୍ୟାଲେରିଆ ଏକ ଘାତକ ଜ୍ୱର ଅଟେ ।
ମେଲେରିଆ ମୁଇଙ୍ଗ୍ ଜୀବନ୍‌ ଡଡ୍‌ନା କୁଲ୍‌ଡାଃ ହାଏ ।

ଜ୍ୱଳନ୍ତ
ଦଗ୍‌ ଦଗିଆ
ଆଦର୍ଶ ଛାତ୍ର ଅନ୍ୟର ଜ୍ୱଳନ୍ତ ଉଦାହରଣ ହୁଅନ୍ତି ।
ଭଲ ଗୁନ୍‌ ଆନା ବେଟା ଅଲ୍‌ଗା କିଆଃଥମ୍‌ ଦଗ୍‌ ଦଗିଆ ଉଦାହରଣ ହଏତା ।


logo