logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଜଳଛତ୍ର
ଛତର୍‌ ଡାଃ
ତୃଷାର୍ତ୍ତଙ୍କ ପାଇଁ ଜଳଛତ୍ର ଖୋଲାଯାଏ ।
ବେତୁଡ୍‌ ଡାଃ ଲେବିକିଆଃଥମ୍‌ ଛତର୍‌ ଡାଃ ତେର୍‌ତେକି ।

ଜଳନ୍ତା
ତେମୁଖାନ୍ନା
ଜଳନ୍ତା ଘରୁ ପିଲାଟିକୁ ଉଦ୍ଧାର କରାଗଲା ।
ତିମ୍‌ସମ୍‌ ତେମୁଖାନ୍ନା ଅଃତାୟ୍‌ ବେଟାତେ ବାଞ୍ଚାୟଃକି ।

ଜଙ୍ଘ
ଭୁଲୁ
ଖେଳରେ ମୁନୀର ଜଙ୍ଘ ମକଚି ଯାଇଛି ।
ଏବଃ ନାଃତେ ମୁନୁଆଁ ଭୁଲୁ ମଲ୍‌କେ ଗଃସିଗ୍‌ ।

ଜଗୁଆଳି
ଜୁଗୁଆ
ବ୍ୟାଙ୍କ ଗୁଡ଼ିକରେ ଜଗୁଆଳିମାନେ ଥାଆନ୍ତି ।
ବେଙ୍କ୍ କିତେ ଜୁଗୁଆକି ରହେତାକି ।

ଜନମ
ଜନମ୍‌
ଭାରତ ଆମର ଜନମ ଭୂଇଁ ଅଟେ ।
ଭାରତ ଆନିଆଁ ଜନମ୍‌ ମାଏଁଟ୍‌ ହାଏ ।

ଜନନୀ
ମାଁ
ଜନନୀ ଓ ଜନ୍ମଭୂମି ସବୁଠାରୁ ବଡ଼ ।
ମାଁ ଅଡଃ ଜନମ୍‌ ମାଏଁଟ୍‌ ଝାକିଆଃ ତାୟ ମାହା ।

ଜନ୍ମଭୂମି
ଜନମ୍‌ ମାଏଁଟ୍‌
ଜନ୍ମଭୂମିର ସେବାରେ ଆମେ ନିଜକୁ ଉତ୍ସର୍ଗ କରିବା ।
ଜନମ୍‌ ମାଏଁଟ୍‌ ଆଃ ସେବାଃଥମ୍‌ ଆନିଙ୍ଗ୍ ନିଜେତେ ସମ୍‌ପେ ଗଡେନିଙ୍ଗ୍ ।

ଜନ୍ମଦିନ
ଜନମ୍‌ ଦିନ
ଅକ୍ଟୋବର ଦୁଇ ତାରିଖ ମହାତ୍ମା ଗାନ୍ଧିଙ୍କ ଜନ୍ମଦିନ ।
ଅକ୍ଟୋବର ଦୁଇ ତାରିଖ ମହାତ୍ମା ଗାନ୍ଧିଆଃ ଜନମ୍‌ ଦିନ୍‌ ହାଏ ।

ଜନ ଗଣନା
ଲେବୁ କଲ୍‌ନା
ପ୍ରତି ଦଶବର୍ଷକୁ ଥରେ ଜନଗଣନା କରାଯାଏ ।
ପରତି ଦଶ୍‌ ବରଷ୍‌ତେ ମେସନ୍‌ ଲେବୁ କଲ୍‍ନା ହଏତା ।

ଜବତ
ଜାବତ
ପୋଲିସ୍‍ ଚୋରା ଜିନିଷକୁ ଜବତ କରି ରଖେ ।
ପୁଲିସ୍‌ ସୁରୁମ୍‌ ଜିନିଷ୍‌ତେ ଜାବତ୍‌ ବାୟ୍‌ କରି ଉନ୍ତେ ।


logo