logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଛିଞ୍ଚିବା
ଛିଟ୍‌କାଏନା
ଅଚେତ ବ୍ୟକ୍ତିର ମୁହଁରେ ପାଣି ଛିଞ୍ଚିବା ଭଲ ।
ହୋସ୍ ଉମ୍‌ ଆନା/ଅଚେତ୍‌ ଗଃସିନା ଲେବୁଆଃ ତମଡ୍‌ ତେ ଡାଃ ଛିଟ୍‌କାଏନା ଭଲ ହାଏ ।

ଛୁ
ବତ୍‌କେ ଗଃନା
ଚୋର ପୋଲିସକୁ ଦେଖି ଛୁ ମାରିଲା ।
ଚର୍‌ହାଲଏବୁ ପୁଲିସ୍‌ ତେ ଜୟ୍‌କଲା ବତ୍‌କେଗଃକି ।

ଛୁଆ
କୁଣୁଃ
ମଣିଷ ଛୁଆ ଅନେକ ଯତ୍ନ ଆବଶ୍ୟକ କରେ ।
ଲେବୁ କୁଣୁଃତେ କିଃତେନାକିଃତେ ଯତ୍‌ନାଏନା ଲାଃତା ।

ଛୁଇଁଲେ
ଜିବ୍‌ ଗଥଃଲାଃ
ଲାଜକୁଳି ଲତାକୁ ଛୁଇଁଲେ ତାହା ମ‌ଉଳି ଯାଏ ।
ଲାଜକୁଲି ଲାଟାତେ ଜିବ୍‌ ଗଥଃଲାଃ ଆଡି କୁଲ୍‌ମୁଲାଏ/ଗିଆଲ୍‌ ଗଃତା ।

ଛେଳି
ମେରମ୍‌
ଛେଳି ପାଳନ ଏକ ଲାଭଜନକ ବ୍ୟବସାୟ ଅଟେ ।
ମେରମ୍‌ ବୁଇନା / ଉନ୍‌ନା ମୁଇଙ୍ଗ୍ ଲାଭକାରି ବେଉସା ହାଏ ।

ଛୋଟ
ଇଚିଃ ବେଡାତାୟ
ଛୋଟ ବେଳୁ ପିତାମାତାଙ୍କର ଆଜ୍ଞାବହ ହୁଅ ।
ଇଚିଃ ବେଡାତାୟ ବୁଆ ମାଁ ଝାନାଃ ଆଦେଶ୍‌ ପାଲନ୍‌ ବୟପେ ।

ଜଗତ
ଦୁନିଆଁ
ଜଗତରେ ଅନ୍ୟାୟ ବଢ଼ି ଚାଲିଛି ।
ଦୁନିଆଁତେ ଅନ୍ୟାୟ ବଢେ ଚଲେସିଗ୍‌ ।

ଜଙ୍ଗଲିଆ
ଜଙ୍ଗଲିଆ
ଜଙ୍ଗଲିଆ ରାସ୍ତାରେ ହିଂସ୍ର ଜନ୍ତୁର ଡର ଥାଏ ।
ଆଡାଏ ଗଏଗ୍‌ ଝୁଙ୍ଗତେ କିଡଃ ବାନାୟ୍‌ଆଃ ବତଙ୍ଗ୍ ଆତା ।

ଜଗାଇ
ଆଗୁର୍‌ନା
ଆଦିବାସୀମାନେ ପିଲାଙ୍କୁ ଫସଲ ଜଗାଇ ଦିଅନ୍ତି ।
ଆଦିବାସୀ କି କୁଣୁଃକିତେ ତାସ୍‌ ଆଗୁର୍‌ନା ଏତଙ୍ଗ୍ ଗଃତେକି ।

ଜଳ
ଡାଃ
ଜଳ ବିହୁନେ ସୃଷ୍ଟି ନାଶ ହେବ ।
ଡାଃ ଉମ୍‌ ଗିମଃ ଲାଃ ପୁର୍‌ଥୀ ଧଁନସ୍‌ ହଏଗଃନା ।


logo