logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଚିନାବାଦାମ
ମୁମ୍‌ଫଲି
ଚିନାବାଦାମ ଚାଷ ଏକ ଲାଭଜନକ ଫସଲ ।
ମୁମ୍‌ଫଲି ତାସ୍‍ ମୁଇଙ୍ଗ୍ ଲାଭକାରୀ ତାସ୍‌ ହାଏ ।

ଚିହ୍ନ ଉଠିବା
ରୋଲ୍‌ଉସ୍‌କେନା
ବେତ ମାଡ଼ ହେଲେ ଦେହରେ ଚିହ୍ନ ଉଠିବା ସମ୍ଭାବନା ଥାଏ ।
ଡାଣାଃବୁଙ୍ଗ୍ ଗିଲଃ ଲାଃ ନିରୀତେ ରୋଲ୍‌ଉସ୍‌କେନା ସମ୍ଭାବନା ହାଏ ।

ଚୁନା
ଗୁଣି
ଗହମ ଚୁନାରେ ପରାଠା ତିଆରି ହୁଏ ।
ଗହମ ଗୁଣିତେ ପରଠା ହଏତା ।

ଚେହେରା
ଚେହେରା
ଚିନ୍ତାରେ ବାପାଙ୍କ ଚେହେରା ମଳିନ ଦେଖାଯାଉଛି ।
ଚିନ୍ତାତେ ବୁଆଃ ଚେହେରା ଖାରାପ୍‍ ଜୟତାଏଗ୍‌ ।

ଚେର
ଚେରିମୂଲି
ଚେରମୂଳି ଔଷଧ ଦେହ ପାଇଁ ନିରାପଦ ଅଟେ ।
ଚେରିମୂଲି କାନ୍‌ଲା ନିରୀ ଆଃଥମ୍‌ ନିରାପଦ ହାଏ/ବତଙ୍ଗ୍ ଆଣିଗ୍‌ ।

ଚେତା
ହୋସ
ଘଣ୍ଟାଏ ପରେ ରମାର ଚେତା ଫେରିଲା ।
ମୁଇଙ୍ଗ୍ ଘଣ୍ଟାଃ ଲଃଢ ରମାଃ ହୋସ୍‍ ଡେଲ୍‌କି ।

ଚୋପା
ଛାଲି
କଦଳୀ ଚୋପା ରାସ୍ତାରେ ପକାଅ ନାହିଁ ।
କଦେଲ ଛାଲି ସଡକ୍‌ତେ ଆବୁ ଘାଲେପେ ।

ଚୋରୀ
ସୁରୁମ୍‌
ଅସାମାଜିକ ଲୋକ ଚୋରୀ କରନ୍ତି ।
ବଦ୍‌ମାସ୍‌ ଲେବୁକି ସୁରୁମ୍‌ ତେକି ।

ଚୋବାଇବା
ଆଖେଡ୍‌ନା
ଖାଦ୍ୟ ଚୋବାଇବା ଦ୍ୱାରା ହଜମ ହୁଏ ।
ନଃନା ଜିନିଷ୍‌ତେ ଆଖେଡ୍‌ ନଃନା ବୁଙ୍ଗ୍ ଲଜଃ ତା ।

ଛଚିନ୍ଦ୍ରା
ଛୁଛୁ
ଛଚିନ୍ଦ୍ରାକୁ ବିଲେଇ ଖାଏ ନାହିଁ ।
ଛୁଛୁ ତେ ବିଲେଇ ଉମ୍‌ ନଃତେ ।


logo